Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 9 କୋଟିରୁ ଅଧିକ କୃଷକଙ୍କୁ ବଣ୍ଟନ ହେଲା 21 ହଜାର କୋଟିର ରାଶି

National

9 କୋଟିରୁ ଅଧିକ କୃଷକଙ୍କୁ ବଣ୍ଟନ ହେଲା 21 ହଜାର କୋଟିର ରାଶି

Manini Pattanayak
Browse all articles by Manini Pattanayak
·2 years ago
9 କୋଟିରୁ ଅଧିକ କୃଷକଙ୍କୁ ବଣ୍ଟନ ହେଲା  21 ହଜାର କୋଟିର ରାଶି

ନୂଆଦିଲ୍ଲୀ:  କୃଷକଙ୍କ ବ୍ୟାଙ୍କ ଖାତାକୁ ଆସିଲା ପିଏମ-କିଷାନ ସମ୍ମାନ ନିଧିର 16 ତମ କିସ୍ତି । ଦେଶର 9 କୋଟିରୁ ଅଧିକ ଲାଭାର୍ଥୀ କୃଷକଙ୍କୁ 21 ହଜାର କୋଟିରୁ ଅଧିକ ରାଶି ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ମହାରାଷ୍ଟ୍ରର ଯବତମାଲରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଭାର୍ଥୀଙ୍କୁ କିସ୍ତି ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଯୋଜନାରେ ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ 3 ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତରିତ ହୋଇଛି । କୃଷକମାନେ ବର୍ଷକୁ  ତିନିଟି କିସ୍ତିରେ 6 ହଜାର ଟଙ୍କା ପାଉଛନ୍ତି ।  

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Honourable Prime Minister will release the 16th Installment of PM KISAN scheme on 28th February 2024. | Argus News