EMI Miss / EMI ମିସ୍ କରୁଛନ୍ତି କି, ହୋଇଯିବେ ଡିଫଲ୍ଟର
·10 months ago·2 min read

Key Points
କେତୋଟି EMI ମିସ୍ ହେଲେ ହୋଇଯିବେ ଡିଫଲ୍ଟର?
ସତର୍କ ହୋଇଯାଆନ୍ତୁ, ନଚେତ୍ ବ୍ୟାଙ୍କ ହୋଇଯିବ ବନ୍ଦ
ସତର୍କ ହୋଇଯାଆନ୍ତୁ, ନଚେତ୍ ବ୍ୟାଙ୍କ ହୋଇଯିବ ବନ୍ଦ
ଆଜିକାଲି ସମସ୍ତେ ଲୋନ ନେଇ ଘର ହେଉ କି, କାର ହେଉ ବା ଜାଗା କିଣିଥାନ୍ତି। ଏହା ଫଳରେ ଆମକୁ ପରେ ସେହି ଟଙ୍କା EMI କାରି ଦେବାକୁ ପଡ଼ିଥାଏ। କିନ୍ତୁ ଆପଣ ଜାଣନ୍ତି କି ଯଦି ଆପଣ EMI ମିସ୍ କରିବେ ତେବେ ଆପଣଙ୍କୁ କିଛି ଚାର୍ଜେସ ପଡ଼ିଥାଏ, କି ଆପଣଙ୍କୁ ଆଉ କଣ କରିବାକୁ ପଡ଼ିବ । ପ୍ରତ୍ୟେକ ହୋମ୍ ଲୋନ୍ ନେଉଥିବା ବ୍ୟକ୍ତିଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ “କେତେ EMI ମିସ୍ ହେଲେ ମୁଁ ଡିଫଲ୍ଟର୍ ହୋଇଯିବି? ଏବଂ ତା’ପରେ ବ୍ୟାଙ୍କ୍ କ’ଣ କ’ଣ ପଦକ୍ଷେପ ନେବ?” ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ ଲୋନ୍ ନେବା ପୂର୍ବରୁ ନିଜର ଆର୍ଥିକ ଯୋଜନା ଭଲଭାବେ କରନ୍ତୁ ଏବଂ କୌଣସି ସଙ୍କଟ ଆସିଲେ ତୁରନ୍ତ ବ୍ୟାଙ୍କ୍ ସହ ଯୋଗାଯୋଗ କରନ୍ତୁ। ଏହା ଆପଣଙ୍କୁ ବଡ଼ କ୍ଷତିରୁ ରକ୍ଷା କରିପାରେ।
ଏହାର ପ୍ରଭାବ ସିଧାସଳଖ ଆପଣଙ୍କ ସିବିଲ୍ ସ୍କୋର୍ ଉପରେ ପଡ଼େ ଏବଂ ଭବିଷ୍ୟତରେ କୌଣସି ନୂଆ ଲୋନ୍ ପାଇବାର ସମ୍ଭାବନା ଶେଷ ହୋଇଯାଇପାରେ। ତଥାପି, ଡିଫଲ୍ଟର୍ ହେବା ପରେ ମଧ୍ୟ ବ୍ୟାଙ୍କ୍ ଆପଣଙ୍କୁ ଏକ ଶେଷ ସୁଯୋଗ ଦିଏ। ବଡ଼ ଈଏମ୍ଆଇ, ବଢ଼ୁଥିବା ଖର୍ଚ୍ଚ ଏବଂ ହଠାତ୍ ଆର୍ଥିକ ସଙ୍କଟ କେତେକ ଥର ମାସିକ କିସ୍ତି ଦେବାକୁ କଷ୍ଟକର କରିଦିଏ। ଗୋଟିଏ-ଦୁଇଟି ଥର EMI ମିସ୍ ହେଲେ ବ୍ୟାଙ୍କ୍ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ନ ଥାଏ, କିନ୍ତୁ ଯଦି ଲଗାତାର ତିନି ମାସ ଯାଏ କିସ୍ତି ନ ଦିଆଯାଏ, ତେବେ ପରିସ୍ଥିତି ଗମ୍ଭୀର ହୋଇଯାଏ।
କେତେ EMI ମିସ୍ ହେଲେ ବ୍ୟାଙ୍କ୍ ଆକ୍ସନ ନିଏ?
ପ୍ରଥମେ ଜାଣନ୍ତୁ ଯେ ଯଦି ଆପଣଙ୍କର ଗୋଟିଏ EMI ମିସ୍ ହୋଇଯାଏ, ତେବେ ବ୍ୟାଙ୍କ୍ ଏହାକୁ ଆପଣଙ୍କ ଭୁଲ୍ ମାନି ଅଣଦେଖା କରିଦିଏ। ବ୍ୟାଙ୍କ୍ ସାଧାରଣତଃ ଆପଣଙ୍କୁ ଏକ ମେସେଜ୍ ବା କଲ୍ କରି ମନେ ପକାଏ ଯେ ପରବର୍ତ୍ତୀ EMI ସମୟରେ ଜମା କରନ୍ତୁ। ଏଠାରେ ଚିନ୍ତା କରିବାର ଆବଶ୍ୟକତା ନାହିଁ, କିନ୍ତୁ ଏହା ଏକ ସଙ୍କେତ ଯେ ଆଗକୁ ଆପଣଙ୍କୁ ଅଧିକ ସାବଧାନ ରହିବା ଉଚିତ୍। ଦ୍ୱିତୀୟ ଥର EMI ମିସ୍ ହେଲେ ବ୍ୟାଙ୍କ୍ ଏହାକୁ ଗମ୍ଭୀରତାରେ ନେବା ଆରମ୍ଭ କରେ। ଏହି ସମୟରେ ଆପଣଙ୍କ ପାଖକୁ ବ୍ୟାଙ୍କର ଫୋନ୍, ଇମେଲ୍ ଏବଂ ରିମାଇଣ୍ଡର୍ ଆସିବାକୁ ଲାଗେ। ବ୍ୟାଙ୍କ୍ ଆପଣଙ୍କଠାରୁ କାରଣ ଜାଣିବାକୁ ଚେଷ୍ଟା କରେ ଏବଂ ଏହା ମଧ୍ୟ ପଚାରେ ଯେ ଆପଣ ବକେୟା କିପରି ବକେୟା ପୈଠ କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦି ଆପଣ ଏହି ସମୟରେ ବ୍ୟାଙ୍କ୍ ସହ କଥା ହୋଇ କୌଣସି ସମାଧାନ ବାହାର କରନ୍ତି, ତେବେ ମାମଲା ସହଜରେ ସମାଧାନ ହୋଇପାରେ।NPA କେବେ ହୋଇଥାଏ?କିନ୍ତୁ ଯଦି ଲଗାତାର ତିନି ମାସ ଯାଏଁ EMI ନ ଦିଆଯାଏ, ତେବେ ବ୍ୟାଙ୍କ୍ ଆପଣଙ୍କ ଲୋନ୍ ଆକାଉଣ୍ଟକୁ NPA (ନନ୍-ପରଫର୍ମିଙ୍ଗ୍ ଆସେଟ୍) ଘୋଷଣା କରିଦିଏ। ଏହି ସମୟରେ ଆପଣଙ୍କୁ ଡିଫଲ୍ଟର୍ ମାନାଯାଏ। ଏହି ପର୍ଯ୍ୟାୟରେ ଆପଣଙ୍କୁ ବ୍ୟାଙ୍କ୍ ପକ୍ଷରୁ ଏକ ଆଇନଗତ ନୋଟିସ୍ ମିଳେ, ଯେଉଁଥିରେ ପ୍ରାୟ ଦୁଇ ମାସର ସମୟ ଦିଆଯାଏ ଯାହା ଦ୍ୱାରା ଆପଣ ବକେୟା ପୈଠ ନ କରି ଲୋନ୍ ଆକାଉଣ୍ଟକୁ ପୁନର୍ବାର ସାଧାରଣ ଅବସ୍ଥାକୁ ଆଣିପାରିବେ। ଯଦି ଆପଣ ଏହି ସମୟରେ ବ୍ୟାଙ୍କ୍ ସହ କଥା ହୋଇ ପାରନ୍ତି ବା (ରିଷ୍ଟ୍ରକ୍ଚରିଙ୍ଗ୍) ବିକଳ୍ପ ବାଛନ୍ତି, ତେବେ ବଡ଼ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇପାରିବେ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories