Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାଣିଛନ୍ତି କି ବ୍ୟଙ୍କ ଆକାଉଣ୍ଟ କେତେ ପ୍ରକାରର

Rashmita Mishra
Browse all articles by Rashmita Mishra
·2 years ago·1 min read
ଜାଣିଛନ୍ତି କି ବ୍ୟଙ୍କ ଆକାଉଣ୍ଟ କେତେ ପ୍ରକାରର

ଅର୍ଗସ ବ୍ୟୁରୋ: ଆପଣ ଜାଣିଥିବେ ପ୍ରତେକ ଲୋକ ନିଜର କିଛି ଅର୍ଜିତ ଧନକୁ ସଂଚୟ କରି ରଖିବାକୁ ଚାହାନ୍ତି ।କାରଣ ଟଙ୍କାର ଅନେକ ଆବଶ୍ୟକତା ରହିଛି । ପାଖରେ ରଖିଲେ ଖର୍ଚ୍ଚ ହେଇଯାଇଥାଏ ସେଥିପାଇଁ ଲୋକ ମାନେ ନିଜର ଆର୍ଥକ ଧନକୁ ବ୍ୟଙ୍କରେ ସଂଚୟ କରି ରଖିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ବ୍ୟଙ୍କ ଆକାଉଣ୍ଟ କେତେ ପ୍ରକାରର ଅଛି ଆଉ ସେ ସମସ୍ତଙ୍କର ଆଲଗା ଅଲଗା କାମ ହୋଇଥାଏ । 

ସେଭିଙ୍ଗ ଆକାଉଣ୍ଟ:-
ସବୁଠାରୁ ଅଧିକ ବ୍ୟବହାର କରଯାଉଥିବା ଆକାଉଣ୍ଟ ହୋଉଛି ସେଭିଙ୍ଗ ଆକାଉଣ୍ଟ। କାରଣ ଏହି ଆକାଉଣ୍ଟ ଖୋଲିବାରେ କୌଣସି ଦେୟ ଦେବାକୁ ପଡିନଥାଏ । ସେଥିପାଇଁ ଅଧିକ ସାଲେରୀ  ଆକାଉଣ୍ଟ ଖୋଲାଯାଇଥାଏ । ଚାଳୁ ଖତା ବ୍ୟବହାର କରିବା ଦ୍ଵାରା ଟଙ୍କା ନେଣ ଦେଣ କରିବାରେ ସୁବିଧା ହେଇଥାଏ ।

ଫିକ୍ସ୍ ଡିପଜିଟ:-
ଲୋକମେନେ ପ୍ରୟତଃ ନିବେଶ ପାଇଁ ଏହି ଆକାଉଣ୍ଟ ଖୋଲିଥାନ୍ତି । ଯାହା ଅଧିକ ଦିନ ପର୍ଯ୍ୟନ୍ତ ଟଙ୍କା ସଂଚୟ କରି ରଖାଯାଇଥାଏ ।ଏହି ଆକାଉଣ୍ଟର ଟଙ୍କାକୁ ଆପଣ ଚାହିଁଲେ ଉଠାଇ ପାରିବେ ନାହିଁ ଏହା ପାଇଁ ନିଦ୍ଧିଷ୍ଟ ସମୟର ଆବଶ୍ୟକତା ରହିଛି ।  

ଲୋନ୍ ଆକାଉଣ୍ଟ:-
ଲୋକମେନେ ଲୋନ୍ ନେବା ପାଇଁ ବ୍ୟାଙ୍କରେ ଲୋନ୍ ଆକାଉଣ୍ଟ ମଧ୍ୟ ଖୋଲିଥାନ୍ତି । ପ୍ରତି ମାସ ନିବେଶ ପାଇଁ ଏହାର ଆବଶ୍ୟକତା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜନେସ ଆକାଉଣ୍ଟ:-
ନିଜ ବେପାରର କାରବାର ପାଇଁ ଏହାର ଆବଶ୍ୟକତା ରହିଛି । କାରବାରର ଲେନା ଦେନା ପାଇଁ  ବିଜନେସ ଆକାଉଣ୍ଟ ଖୋଲୋଯାଇଥାଏ । କାରଣ ଏହିଥିରେ ଅଧିକ ଲାଭ ମଧ୍ୟ ମିଳିଥାଏ । 

ଫରେନ କରେନ୍ସି  ଆକାଉଣ୍ଟ:- 
ଏହି ଆକାଉଣ୍ଟ ମାଧ୍ୟମରେ ଆପଣ ବାବାରର ଟଙ୍କାକୁ ବଦଳଇ ପାରିବେ । ୯ ପ୍ରକାରର ବିଦେଶୀ କରେନ୍ସିକୁ ଭାରତୀୟ ଟଙ୍କାରେ ବଦଳାଇବା ପାଇଁ ଏହି ଆକାଉଣ୍ଟ ଖୋଲା ଯାଇଥାଏ । 

ଅଧିକ ପଢନ୍ତୁ ଭାରତ ଖବର
 

Sponsored
how-many-types-of-bank-account-in-india-saving-current-amd-many-more | Argus News