Videos
|
National

କେରଳରେ ଏବେ ବି ଶତାଧିକ ଲୋକ ନିଖୋଜ..

Manini Pattanayak
Browse all articles by Manini Pattanayak
·1 year ago
କେରଳରେ ଏବେ ବି ଶତାଧିକ ଲୋକ ନିଖୋଜ..

ନୂଆଦିଲ୍ଲୀ:  କେରଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଏବେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ଲାଗି ପଡିଛନ୍ତି ଉଦ୍ଧାରକାରୀ ଟିମ୍ ।  ଓ୍ବାୟାନାଡରେ ପ୍ରକୃତିର କରାଳ ରୂପରେ ବର୍ତ୍ତମାନ ସୁଦ୍ଧା ୩ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଶହରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ଏଥିଯୋଗୁଁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛ । ସେପଟେ ଓ୍ବାୟାନାଡରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆର୍ଲଟ ଜାରି କରିଯାଇଛି । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Hundreds of people are still missing in Kerala.. | Argus News