ଅପରେସନ ସିନ୍ଦୂର ପରେ ବାୟୁସେନାର ଶକ୍ତି ପ୍ରଦର୍ଶନ
·1 year ago

Key Points
ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ
ଅପରେସନ ସିନ୍ଦୂର ପରେ ବାୟୁସେନା ଶକ୍ତି ପ୍ରଦର୍ଶନ କରିଛି
ବାୟୁସେନାର ଶକ୍ତି ଆଗରେ ହାର ମାନିଥିଲା ପାକିସ୍ତାନ
ପାକିସ୍ତାନର ଆତଙ୍କୀ ଆଡ୍ଡାକୁ କେବଳ ଟାର୍ଗେଟ କରିଥିଲା ବାୟୁସେନା
ନିର୍ଦ୍ଦିଷ୍ଟ ଅଂଚଳରେ ଥିବା ଆତଙ୍କୀ ଆଡ୍ଠାକୁ ଧ୍ବଂସ କରାଯାଇଥିଲା
ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ । ଅପରେସନ ସିନ୍ଦୂର ପରେ ବାୟୁସେନା ଶକ୍ତି ପ୍ରଦର୍ଶନ କରିଛି । ପାକିସ୍ତାନର ଆତଙ୍କୀ ଆଡ୍ଡାକୁ କେବଳ ଟାର୍ଗେଟ କରିଥିଲା ବାୟୁସେନା । ନିର୍ଦ୍ଦିଷ୍ଟ ଅଂଚଳରେ ଥିବା ଆତଙ୍କୀ ଆଡ୍ଠାକୁ ଧ୍ବଂସ କରାଯାଇଥିଲା ବାୟୁସେନାର ଶକ୍ତି ଆଗରେ ହାର ମାନିଥିଲା ପାକିସ୍ତାନ ।
ସେପଟେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଜୟସାଲମେର ସୀମାକୁ ଯାଇ ଯବାନଙ୍କ ମନୋବଳ ବଢାଇଛନ୍ତି । ଅପରେସନ ସିନ୍ଦୂର ବେଳେ ସେନା ଓ ବିଏସଫ୍ ଯବାନ ମାନଙ୍କର କର୍ତ୍ତବ୍ୟନିଷ୍ଠାକୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: