Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୭୫%ରୁ ଉପସ୍ଥାନ କମ୍ ରହିଲେ, ପିଲା ଦେଇପାରିବେ ନାହିଁ ବୋର୍ଡ ପରୀକ୍ଷା

Swoyang prajna Mishra
Browse all articles by Swoyang prajna Mishra
·11 months ago
୭୫%ରୁ ଉପସ୍ଥାନ କମ୍ ରହିଲେ, ପିଲା ଦେଇପାରିବେ ନାହିଁ ବୋର୍ଡ ପରୀକ୍ଷା

Key Points

୭୫%ରୁ ଉପସ୍ଥାନ କମ୍ ରହିଲେ, ପିଲା ଦେଇପାରିବେ ନାହିଁ ବୋର୍ଡ ପରୀକ୍ଷା
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି
ଦେହ ଅସୁସ୍ଥ ଥିଲେ ମେଡିକାଲ ପ୍ରମାଣ ସହ ଛୁଟିରେ ରହିପାରିବେ ପିଲା

ସ୍କୁଲରେ ୭୫ ପ୍ରତିଶତରୁ ଉପସ୍ଥାନ କମ୍ ରହିଲେ ପିଲାମାନେ ଦେଇ ପାରିବେ ନାହିଁ ବୋର୍ଡ଼ ପରୀକ୍ଷା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ବିଜ୍ଞପ୍ତି । ସମସ୍ତ ସ୍କୁଲ ଅଧ୍ୟକ୍ଷମାନଙ୍କୁ ଚିଠି ଜାରି । କୌଣସି କ୍ଷେତ୍ରରେ ପିଲାର ଦେହ ଅସୁସ୍ଥ ଥିଲେ ମେଡିକାଲ ପ୍ରମାଣ ସହ ପିଲା ଛୁଟିରେ ରହିପାରିବ । ନଚେତ୍ ଭୁଲ ତଥ୍ୟ ଦେଇ ରହିଲେ ବୋର୍ଡ଼ ପରୀକ୍ଷା ଦେଇ ପାରିବେ ନାହିଁ । ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସ୍କୁଲ କର୍ତ୍ତୃପକ୍ଷ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
If attendance is less than 75%, student will not be able to appear for the board exam | Argus News