Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରକାରୀ ଚାକିରି ଚାହୁଁଛନ୍ତି କି, ତାହାଲେ ତୁରନ୍ତ କରନ୍ତୁ ଆବେଦନ

Ritu Das
Browse all articles by Ritu Das
·2 years ago
ସରକାରୀ ଚାକିରି ଚାହୁଁଛନ୍ତି କି, ତାହାଲେ ତୁରନ୍ତ କରନ୍ତୁ ଆବେଦନ

ଅର୍ଗସ ବ୍ୟୁରୋ: ଯଦି ଆପଣ ସରକାରୀ ଚାକିରି ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ନ୍ୟାସନାଲ ବ୍ୟାଙ୍କ ଫର ଫାଇନାନ୍ସିଙ୍ଗ ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ଡେଭଲପମେଣ୍ଟ (NABFID) ର ଅଧିକାରୀକ ଓ୍ବେବସାଇଟ nabfid.orgରେ ସିନିୟର ଏନାଲିଷ୍ଟ ଗ୍ରେଡର ପଦବୀ ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ଅନଲାଇନରେ ଉକ୍ତ ଓ୍ବେବସାଇଟ ମାଧ୍ୟମରେ ଆବେଦନ କରିପାରିବେ। 

ଏହାସହ ଅନ୍ୟ ୩୨ ସିନିୟର ଏନାଲିଷ୍ଟ ଗ୍ରେଡ ୨୦୨୩ ପଦବୀର ନିଯୁକ୍ତି ପ୍ରକାଶ ପାଇଛି। ଯେଉଁମାନେ ଏହି ସବୁ ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ସେହି ପ୍ରାର୍ଥୀମାନେ ଉକ୍ତ ଓ୍ବେବସାଇଟକୁ କ୍ଲିକ କଲେ ଚାକିରି ଏବଂ ଦରମାକୁ ନେଇ ସବୁ ତଥ୍ୟ ପାଇପାରିବେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
If you want | Argus News