ନୂଆଦିଲ୍ଲୀରେ IGNOUର ୩୮ତମ ସମାବର୍ତ୍ତନ ଉତ୍ସବ

ନୂଆଦିଲ୍ଲୀରେ IGNOUର ୩୮ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ଭିଡିଓ ବାର୍ତ୍ତା ମାଧ୍ୟମରେ କାର୍ଯ୍ୟକ୍ରମକୁ ସମ୍ଭୋଧିତ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଶିକ୍ଷା କ୍ଷେତ୍ରରେ ଦେଶରେ ହୋଇଛି ଅଦ୍ଭୁତପୂର୍ବ ପରିବର୍ତ୍ତନ। ଦେଶର 15 ଆଞ୍ଚଳିକ ଭାଷାରେ ଉପଲବ୍ଧ ରହୁଛି IGNOU ପାଠ୍ୟକ୍ରମ। ଭୁବନେଶ୍ବରIGNOU ଶାଖାରେ ଓଡ଼ିଆ ଭାଷାରେ ଅଛି ବିଭିନ୍ନ ପାଠ୍ୟକ୍ରମ।
IGNOUର ୩୮ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀ ମଇଦାନ ଗଡ଼ିରେ ଥିବା IGNOU head quarter ବାବାସାହେବ ଆମ୍ବେଦକର କନଭେନସନ ସେଣ୍ଟରରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଭିଡିଓ ବାର୍ତ୍ତା ମାଧ୍ୟମରେ କାର୍ଯ୍ୟକ୍ରମକୁ ସମ୍ଭୋଧିତ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
📱 Get Argus News App
✨ସେ କହିଥିଲେ, ଶିକ୍ଷାକ୍ଷେତ୍ରରେ ଦେଶରେ ହୋଇଛି ଅଦ୍ଭୁତପୂର୍ବ ପରିବର୍ତ୍ତନ। ଦେଶର 15 ଆଞ୍ଚଳିକ ଭାଷାରେ IGNOUପାଠ୍ୟକ୍ରମ ଉପଲବ୍ଧ ରହୁଛି। ଭୁବନେଶ୍ବରରେ IGNOU ଶାଖାରେ ଓଡ଼ିଆ ଭାଷାରେ ଉପଲବ୍ଧ ହେଉଛି ବିଭିନ୍ନ ପାଠ୍ୟକ୍ରମ। ଯାହା ଦ୍ୱାରା ବିଦ୍ୟାର୍ଥୀ ମାନଙ୍କୁ ପଢିବା ପାଇଁ ସରଳ ହେଉଛି । ସମସ୍ତ ଛାତ୍ରଛାତ୍ରୀ ବୃହତ ଲକ୍ଷ୍ୟ ରଖି କଠିନ ପରିଶ୍ରମ କରି ଦେଶ ପାଇଁ କାର୍ଯ୍ୟ କରିବାକୁ ଦେଇଛନ୍ତି ଆହ୍ୱାନ।