Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ 

Manini Pattanayak
Browse all articles by Manini Pattanayak
·2 years ago
ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ 

ନୂଆଦିଲ୍ଲୀ: ଉତ୍ତର, ପୂର୍ବ ଓ ମଧ୍ୟ ଭାରତରେ ଉଷ୍ଣ ପ୍ରବାହ ଜାରି ରହିଥିବାବେଳେ ପଶ୍ଚିମ ଓ ଦକ୍ଷିଣରେ ଦାଉ ସାଧୁଛି ବର୍ଷା । ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବବେଳେ ଗୁଜରାଟ ଓ କେରଳରେ ବି ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଦକ୍ଷିଣ ପଶ୍ଚିମ ମୌସୁମୀ କର୍ଣ୍ଣାଟକ, ଦକ୍ଷିଣ ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ର ଉପକୂଳ, ଦକ୍ଷିଣ ଛତିଶଗଡ଼ ଛୁଇଁବା ପରେ ଗୁଜରାଟ ମୁହାଁ ହୋଇଛି ମୌସୁମୀ । IMD ଆକଳନ ଅନୁସାରେ ଜୁନ 15 ସୁଦ୍ଧା ଗୁଜରାଟ ଛୁଇଁବ ମୌସୁମୀ । 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored