Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଅପରାହ୍ନରେ ଦିଲ୍ଲୀ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

Rashmita Mishra
Browse all articles by Rashmita Mishra
·1 year ago
ଆଜି ଅପରାହ୍ନରେ ଦିଲ୍ଲୀ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ଦିନକୁ ଦିନ ବାୟୁର ମାନ ଖସୁଥିବାରୁ ଚିନ୍ତାରେ ପ୍ରଶାସନ । ସ୍ଥିତି ସୁଧାରିବାକୁ ଘରେ ରହି କାମ କରିବେ ଦିଲ୍ଲୀ ସରକାରଙ୍କ ୫୦  ପ୍ରତିଶତ କର୍ମଚାରୀ । ଆଜି ଅପରାହ୍ନରେ ଦିଲ୍ଲୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଗତକାଲି କୃତ୍ରିମ ବର୍ଷା ପାଇଁ କେନ୍ଦ୍ରର ସହାୟତା ଲୋଡିଥିଲେ ଦିଲ୍ଲୀ ସରକାର  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Important meeting of Delhi government this afternoon | Argus News