Videos
|
National

ବାଂଲାଦେଶରେ ଥମୁନି ହିଂସା, ଛାତ୍ର ବିଦ୍ରୋହ ଅତି ଉଗ୍ରରୂପ ନେଲାଣି

Banajyotshna Ray
Browse all articles by Banajyotshna Ray
·1 year ago
ବାଂଲାଦେଶରେ ଥମୁନି ହିଂସା, ଛାତ୍ର ବିଦ୍ରୋହ ଅତି ଉଗ୍ରରୂପ ନେଲାଣି

ଅର୍ଗସ ବ୍ୟୁରୋ:  ବାଲାଦେଶରେ ଥମୁନି ହିଂସା। ଦିନକୁ ଦିନ ଭୟାବହ ସ୍ଥିତି ଦେଖାଦେଲାଣି। ଛାତ୍ର ବିଦ୍ରୋହ ଅତି ଉଗ୍ରରୂପ ନେଲାଣି। ଶେଖ୍ ହସିନା ଦେଶ ଛାଡ଼ିବା ପରେ ବି ହିଂସା ଥମିବାର ନାଁ ନେଉନାହିଁ। ଏହାରି ଭିତରେ ଆୱାମୀ ଲିଗର 29 ଜଣ ନେତାଙ୍କ ମୃତଦେହ ମିଳିଛି। ଅତି ବିଭତ୍ସ ଭାବେ ସେମାନଙ୍କୁ ହତ୍ୟା କରିଛନ୍ତି ବିକ୍ଷୋଭକାରୀ। ଏହି ନେତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡିଛି । ବିଶେଷ କରି ହିନ୍ଦୁମାନଙ୍କୁ ଖୋଜି ଖୋଜି ଆକ୍ରମଣ କରୁଛନ୍ତି ଦଙ୍ଗାକାରୀ।  ବର୍ତ୍ତମାନ ସୁଦ୍ଧା ୪୪୦ ମୃତଦେହ ଉଦ୍ଧାର ହୋଇ ସାରିଲାଣି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In Bangladesh, violence, student rebellion has become very intense | Argus News