Videos
|
National

ଶାଗୁଣାର ଆଖି ପ୍ରାୟ ୪ ମେଗା ପିକ୍ସେଲ କିନ୍ତୁ ଏହାର ରେଜୋଲୁସନ ଜବରଦସ୍ତ

Rashmita Mishra
Browse all articles by Rashmita Mishra
·2 years ago·2 min read
ଶାଗୁଣାର ଆଖି ପ୍ରାୟ ୪ ମେଗା ପିକ୍ସେଲ କିନ୍ତୁ ଏହାର ରେଜୋଲୁସନ  ଜବରଦସ୍ତ

ଅର୍ଗସ ବ୍ୟୁରୋ: କୁହାଯାଏକି ଶାଗୁଣାଆଖି ଵହୁତ ତୀକ୍ଷ୍ଣ । ସେ ଆକାଶର ଯେତେ ଉପରେ ଥିଲେବି ତାକୁ ତଳର ଜିନିଷ ଦେଖାଯାଇଥାଏ । ତାସହ ମଣିଷର ଶବକୁ ସଫା କରିବା ପାଇଁ ଶାଗୁଣାକୁ ବେଶି ସମୟ ଲାଗି ନଥାଏ ।  
ଆପଣ ଜାଣିଛନ୍ତି କି ମନୁଷ୍ୟର ମୃତ ଶରୀରକୁ ସଫା କରିବା ପାଇଁ ଶାଗୁଣାଙ୍କୁ ପାଇଁ କେତେ ସମୟ ଲାଗେ। ସେମାନେ ଏତେ ପରିଷ୍କାର ପରିଚ୍ଛନ୍ନତା କର ଖାଆନ୍ତି ଯେ ସେମାନଙ୍କୁ ପ୍ରକୃତିର ସ୍କାଭେନ୍ସର୍ କୁହାଯାଏ । ଶାଗୁଣା ମାନେ ଆକାଶରେ ଉଚ୍ଚରେ ଉଡ଼ନ୍ତି ଯେତେ ଉପରେ ଥିଲେବି ସେମାନଙ୍କୁ ମୃତ ଶରୀର ଦେଖାଯାଇଥାଏ 

ଲାଇଭ ସାଇନ୍ସ ଅନୁଯାୟୀ ଗ୍ରିଫନ୍ ଶାଗୁଣାର ଏକ ଗୋଡ ଯାହା ୪୦ ରୁ ୫୦ ମିନିଟ ମଧ୍ୟରେ  ମନୁଷ୍ୟ ଶରୀରକୁ ନଷ୍ଟ କରିପାରେ । ଅନ୍ୟ କେତେକ କୁହନ୍ତି ଯେ ୨୦ ଟି ଶାଗୁଣାର ୩୦ ମିନିଟ ମଧ୍ୟରେ ଶରୀରକୁ ସଫା କରିଦେଇପାରେନ୍ତି । କେବଳ ହାଡ଼କୁ ଛାଡ଼ିଦିଏ। କୁହାଯାଏକି ଶାଗୁଣା କାହାରବି ଶରୀରରୁ ମାଂସ ଚିରି ଦେଇପାରେ। 

ଆପଣ ଜାଣନ୍ତି କି ଆକାଶରେ ଉଡ଼ିବା ସମୟରେ ମଧ୍ୟ ଶାଗୁଣାମାନେ ସେମାନଙ୍କ ଶିକାର ଉପରେ ନଜର ରଖନ୍ତି ସେମାନଙ୍କର ଦୃଷ୍ଟିକୋଣ ମଣିଷଙ୍କ ତୁଳନାରେ ୮ ଗୁଣ ଅଧିକ ଆଉ ସେମାନେ ଚାରି ଗୁଣ ଅଧିକ ଦେଖିପାରିବେ ଯେତେବେଳେ ଶାଗୁଣାମାନେ ଉପରେ ଉଡ଼ନ୍ତି, ସେମାନେ ଏକ ପ୍ରଶସ୍ତ ଅଞ୍ଚଳର ଏକ ଭଲ ଦୃଶ୍ୟ ପାଇଥା’ନ୍ତି । ଉଦାହରଣ ସ୍ୱରୂପ, ଯଦି କୌଣସି ବ୍ୟକ୍ତି ଏକ ଉଚ୍ଚ କୋଠା ଉପରେ ଠିଆ ହୁଅନ୍ତି, ତେବେ ସେ ବହୁତ ଦୂର ଦେଖିପାରିବେଏପରିକି ସ୍ୱଚ୍ଛ ପାଗରେ ମଧ୍ୟ ପାଞ୍ଚ ମାଇଲ ଦୂର ପର୍ଯ୍ୟନ୍ତ 

ଶାଗୁଣା ଗୁଡିକ ସାଧାରଣତ ସମସ୍ତ ପକ୍ଷୀମାନଙ୍କ ଠାରୁ ଅଲଗା ଭାବରେ ବିବେଚନା କରାଯାଏ । ଆଖି ଗୁଡିକ  ମାନବ ଆଖି ସହିତ ସମାନ ଆକାର ସହିତ । ଦୃଷ୍ଟି ଶକ୍ତି ହେଉଛି ୩୪୦ ।ଯଦିଓ ସେମାନଙ୍କର ଆଖି ପ୍ରାୟ ୪ ମେଗା ପିକ୍ସେଲ କିନ୍ତୁ ଏହାର ରେଜୋଲୁସନ ବହୁତ ଜବରଦସ୍ତ କୁହାଯାଏ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: