Videos
|
National

ଝାଡ଼ଖଣ୍ଡରେ ଅମିତ ଶାହ,ଆଜି ବିଧାନସଭା ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର କରିବେ ଉନ୍ମୋଚନ 

Sangram Tripathy
Browse all articles by Sangram Tripathy
·1 year ago
ଝାଡ଼ଖଣ୍ଡରେ ଅମିତ ଶାହ,ଆଜି ବିଧାନସଭା ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର କରିବେ ଉନ୍ମୋଚନ 

ଅର୍ଗସ ବ୍ୟୁରୋ:ଝାଡ଼ଖଣ୍ଡରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଅମିତ ଶାହ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ କରିବେ। ଆସାମ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଜେପିର ସହ-ପ୍ରଭାବରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି,ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯିବ। ଏଅବସରରେ ନିବାଚନୀ ଇସ୍ତହାର ପ୍ରକାଶ ପାଇବ। ଏହା ସହିତ ଆଜି ଅମିତ ଶାହ ୩ଟି ଜନସଭାକୁ ସମ୍ବୋଧିନ କରିବାର କାର୍ଯ୍ୟକ୍ରମ ରହିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
In Jharkhand, Amit Shah will launch the resolution of BJP for the assembly elections today | Argus News