Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିଠୁ ପେଟ୍ରୋଲର ନୂଆ ଦର , ଜାଣନ୍ତୁ କେଉଁ ସହରରେ କେତେ ?

National

ଆଜିଠୁ ପେଟ୍ରୋଲର ନୂଆ ଦର , ଜାଣନ୍ତୁ କେଉଁ ସହରରେ କେତେ ?

Manini Pattanayak
Browse all articles by Manini Pattanayak
·2 years ago·2 min read
ଆଜିଠୁ ପେଟ୍ରୋଲର ନୂଆ ଦର ,  ଜାଣନ୍ତୁ କେଉଁ ସହରରେ କେତେ ?

ଦିଲ୍ଲୀରେ  ପେଟ୍ରୋଲ ଦର ୯୪.୭୬ ଟଙ୍କା ଏବଂ ଡିଜେଲ  ଦର ୮୭.୬୬ ଟଙ୍କା ପ୍ରତି ଲିଟର ପ୍ରତି।
 ମୁମ୍ବାଇରେ ପେଟ୍ରୋଲ  ଦର ୧୦୪.୧୯ ଟଙ୍କା  ଏବଂ ଡିଜେଲ ୯୨.୧୩ ଟଙ୍କା ପ୍ରତି ଲିଟର ପିଛା
 କୋଲକାତାରେ ପେଟ୍ରୋଲ ଦର ୧୦୩.୯୩ ଟଙ୍କା ଏବଂ ଡିଜେଲ  ୯୦.୭୪ ଟଙ୍କା ପ୍ରତି ଲିଟର ପିଛା ବୃଦ୍ଧି ପାଇଛି। 

ନୂଆଦିଲ୍ଲୀ: ଜାରି ହୋଇଛି ପେଟ୍ରୋଲ ଏବଂ ଡିଜେଲର  ନୂଆ ଦର। ଟାଙ୍କି ଫୁଲ ହେବା ପୂର୍ବରୁ  ଜାଣି ରଖନ୍ତୁ  ଏହି ନୂଆ   ଦର ବିଷୟରେ ।  ଆଜିଠୁ  ଅର୍ଥାତ ୨୮ରୁ ଲାଗୁ  ହୋଇଛି ନୂଆ ଦର।  ଦେଶରେ ପ୍ରତ୍ୟେକ ଦିନ  ସକାଳ ୬ଟାରୁ ପେଟ୍ରୋଲ-ଡିଜେଲ ର ତାଜା ରେଟ୍‌ ଜାରି କରାଯାଇଥାଏ। ଆଜି ସକାଳୁ ମଧ୍ୟ ତାଜା ଦର ଅପଡେଟ୍‌ ହୋଇସାରିଛି। 
 

ମହାନଗରରେ ପେଟ୍ରୋଲ- ଡିଜେଲ ଦର
 ଦିଲ୍ଲୀରେ  ପେଟ୍ରୋଲ ଦର ୯୪.୭୬ ଟଙ୍କା ଏବଂ ଡିଜେଲ  ଦର ୮୭.୬୬ ଟଙ୍କା ପ୍ରତି ଲିଟର ପ୍ରତି। ସେହିପରି  ମୁମ୍ବାଇରେ ପେଟ୍ରୋଲ  ଦର ୧୦୪.୧୯ ଟଙ୍କା  ଏବଂ ଡିଜେଲ ୯୨.୧୩ ଟଙ୍କା ପ୍ରତି ଲିଟର ପିଛା।  କୋଲକାତାରେ ମଧ୍ୟ ପେଟ୍ରୋଲ ଦର ୧୦୩.୯୩ ଟଙ୍କା ଏବଂ ଡିଜେଲ  ୯୦.୭୪ ଟଙ୍କା ପ୍ରତି ଲିଟର ପିଛା ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୦.୭୩ ଟଙ୍କା  ଏବଂ ଡିଜେଲ  ୯୨.୩୨ ଟଙ୍କା ଲିଟର ପିଛା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟ ସହରର ପେଟ୍ରୋଲ-ଡିଜେଲର ଦର
ନୋଏଡାରେ ପେଟ୍ରୋଲ ୯୪.୮୧ ଟଙ୍କା  ଏବଂ ଡିଜେଲ   ୮୭.୯୪ ଟଙ୍କା  ପ୍ରତି ଲିଟର ପିଛା । ସେହିପରି   ଗୁରୁଗ୍ରାମରେ  ପେଟ୍ରୋଲ ୯୫.୧୮  ଟଙ୍କା ପ୍ରତି ଲିଟର ଏବଂ  ଡିଜେଲ  ୮୮.୦୩ ଟଙ୍କା ପ୍ରତି ଲିଟର ରହିଛି।  ବାଙ୍ଗାଲୁରୁରେ  ପେଟ୍ରୋଲ ୯୯.୮୨ ଟଙ୍କା  ପ୍ରତି ଲିଟର ଏବଂ ଡିଜେଲ ୮୫.୯୨ ଟଙ୍କା ପ୍ରତି ଲିଟର ରହିଛି।  ସେହିପରି ଚଢିଗଡରେ  ପେଟ୍ରୋଲ ୧୦୭.୩୯ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୯୦.୩୪ ଟଙ୍କା ପ୍ରତି ଲିଟର ପିଛା ରହିଛି। 

ଅଧିକ ପଢନ୍ତୁ  ଭାରତ ଖବର 

Sponsored
In Patna, petrol price today is Rs 105.16 and diesel price today is Rs 92.03 per liter. | Argus News