Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆନ୍ଧ୍ର ସୀମାବର୍ତ୍ତୀ ରାୟଗଡାରେ ନିଆରା ପରମ୍ପରା,ହୁଙ୍କାରେ କ୍ଷୀର ଓ ଅଣ୍ଡା ଅର୍ପଣ କରି ଚାଲିଛି ନାଗପୂଜା 

National

ଆନ୍ଧ୍ର ସୀମାବର୍ତ୍ତୀ ରାୟଗଡାରେ ନିଆରା ପରମ୍ପରା,ହୁଙ୍କାରେ କ୍ଷୀର ଓ ଅଣ୍ଡା ଅର୍ପଣ କରି ଚାଲିଛି ନାଗପୂଜା 

Sangram Tripathy
Browse all articles by Sangram Tripathy
·1 year ago
ଆନ୍ଧ୍ର ସୀମାବର୍ତ୍ତୀ ରାୟଗଡାରେ ନିଆରା ପରମ୍ପରା,ହୁଙ୍କାରେ କ୍ଷୀର ଓ ଅଣ୍ଡା ଅର୍ପଣ କରି ଚାଲିଛି ନାଗପୂଜା 

ଅର୍ଗସ ବ୍ୟୁରୋ:ହୁଙ୍କାରେ କ୍ଷୀର ଓ ଅଣ୍ଡା ଅର୍ପଣ କରି ଶ୍ରଦ୍ଧା ଓ ବିଶ୍ବାସର ସହିତ ତେଲୁଗୁ ସମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ନାଗ ଚତୁର୍ଥୀ ପୂଜା। ବଂଶାନୁ କ୍ରମେ ପିଢ଼ି ପରେ ପିଢ଼ି କରି ଆସୁଛନ୍ତି ଏହି ପୂଜା। ଏହି ପୂଜା ଦ୍ବାରା ପରିବାର ଲୋକଙ୍କ ସୁଖ ସମୃଦ୍ଧି ବଜାୟ କହିଥାଏ ବୋଲି ବିଶ୍ବସ ରହିଛି । ଆନ୍ଧ୍ର ସୀମାବର୍ତ୍ତୀ ରାୟଗଡାରେ ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
In Rayagada, bordering Andhra, a unique tradition is the offering of milk and eggs in Hunka. | Argus News