Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Ind Pak Live Update;ଜାଣନ୍ତୁ ଯୁଦ୍ଧ ସମ୍ପର୍କିତ ଟିକନିକ୍ ଖବର

Smruti Parija
Browse all articles by Smruti Parija
·1 year ago

Key Points


ପଞ୍ଜାଵ ଚଣ୍ଡିଗଡରେ ବାଜିଲା ପୁଣି ଯୁଦ୍ଧ ସାଇରନ୍ । ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ । ଘରର ବାଲକୋନୀ ଠାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ଉପରେ କଡା ନଜର ରଖିଛି ଭାରତୀୟ ସେନା । ଏୟର ଫୋର୍ସ ଷ୍ଟେସନ ପକ୍ଷରୁ ଆଲର୍ଟ କରାଯାଇଛି । ଆକାଶ ମାର୍ଗରୁ ପୁଣି ଆକ୍ରମଣ କରାଯାଉଥିବା ଆଶଙ୍କା କରାଯାଉଛି । ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
air-raid-sirens-sounded-in-chandigarh-residents-advised-to-stay-indoors-amid-attack-threat-from-pakistan | Argus News