Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Ind Pak War Update:ଭାରତ ପାକିସ୍ତାନ ମଧ୍ୟରେ କିଏ କେତେ ଶକ୍ତିଶାଳୀ ?

National

Ind Pak War Update:ଭାରତ ପାକିସ୍ତାନ ମଧ୍ୟରେ କିଏ କେତେ ଶକ୍ତିଶାଳୀ ?

Smruti Parija
Browse all articles by Smruti Parija
·1 year ago·2 min read
Ind Pak War Update:ଭାରତ ପାକିସ୍ତାନ ମଧ୍ୟରେ କିଏ କେତେ ଶକ୍ତିଶାଳୀ ?

Key Points

ଭାରତ ଓ ପାକ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଯାଇଛି । ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଛି ଭାରତ । ପାକିସ୍ତାନର ୫୦ରୁ ଅଧିକ ଡ୍ରୋନ୍‌ ମାରି ଖସାଇଛି । LOC ଏବଂ IBରେ ଡ୍ରୋନ୍‌ ହମଲାକୁ ଜବାବ ଦେଉଛି ଭାରତ । L-70 ଗନ୍‌ସ, ZU-23MM ଏବଂ ସିଲକାର ବ୍ୟବହାର କରାଯାଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାରରେ ପାକିସ୍ତାନ ଡ୍ରୋନ୍‌ ଧ୍ବଂସ ହୋଇଯାଇଛି ।
ପାକିସ୍ତାନର ବଡ଼ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି BSF । ଜମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳେ ବିଏସ୍‌ଏଫ୍‌ର ଗୁଳିମାଡ଼ ହୋଇଛି ।


ତେବେ କାହାର କେତେ ବଳ..ବା ଭାରତ ପାକିସ୍ତାନ ମଧ୍ୟରେ କିଏ କେତେ ଶକ୍ତିଶାଳୀ ? ନଜର ପକାନ୍ତୁ...


ସକ୍ରିୟ ସେନା
ଭାରତ- ୧୪.୫ ଲକ୍ଷ
ପାକିସ୍ତାନ- ୬.୫ ଲକ୍ଷ

ରିଜର୍ଭ ସୈନିକ
ଭାରତ- ୧୧.୫ ଲକ୍ଷ
ପାକିସ୍ତାନ- ୫.୫ ଲକ୍ଷ

ପାରାମିଲିଟାରୀ ଫୋର୍ସ
ଭାରତ- ୨୫ ଲକ୍ଷ
ପାକିସ୍ତାନ- ୫ ଲକ୍ଷ

ଏୟାରକ୍ରାଫ୍ଟ ବା ଯୁଦ୍ଧବିମାନ
ଭାରତ- ୨, ୨୨୯
ପାକିସ୍ତାନ- ୧, ୩୯୯

ଫାଇଟର୍ ଜେଟ୍‌
ଭାରତ- ୫୧୩
ପାକିସ୍ତାନ- ୩୨୮

ଟ୍ୟାଙ୍କ୍‌
ଭାରତ- ୪, ୨୦୭
ପାକିସ୍ତାନ- ୨, ୬୨୭

ବକ୍ତରବନ୍ଦ ଗାଡି
ଭାରତ- ୧,୪୮,୫୯୪
ପାକିସ୍ତାନ-୧୭,୬୧୫

ଏୟାରକ୍ରାଫ୍ଟ କ୍ୟାରିୟର
ଭାରତ- ୨
ପାକିସ୍ତାନ- ୦

ନ୍ୟୁକ୍ଲିୟର ସବମେରିନ୍‌
ଭାରତ- ୩
ପାକିସ୍ତାନ- ୦

ଅତ୍ୟାଧୁନିକ ଯୁଦ୍ଧଜାହାଜ
ଭାରତ- ୧୩
ପାକିସ୍ତାନ- ୦

ଯୁଦ୍ଧଜାହାଜ
ଭାରତ- ୩୨
ପାକିସ୍ତାନ-୧୮

ବୁଡା ଜାହାଜ
ଭାରତ-୧୮
ପାକିସ୍ତାନ-୮


ଭାରତ ପାଖରେ ରହିଛି କେଉଁ ଅସ୍ତ୍ର ? ନଜର ପକାନ୍ତୁ...


F-16 ଯୁଦ୍ଧ ବିମାନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହାଲକା, ଶସ୍ତା କିନ୍ତୁ ଶକ୍ତିଶାଳୀ ଫାଇଟର ଜେଟ
ପାଇଲଟ ଇଲେକଟ୍ରୋନିକ କଣ୍ଟ୍ରୋଲରେ ଚଲାଇଥାଆନ୍ତି
F-16 ବିମାନ 6ଟି ମିଜାଇଲ ବହନ କରିପାରିବ
ଏହାର ସିଟ 30 ଡିଗ୍ରୀ ଢଳି ରହେ
ପାଇଲଟ ଉପରେ G ଫୋର୍ସ କମ ରହେ

S-400 (ସୁଦର୍ଶନ ଚକ୍ର)


ସୁଦର୍ଶନ ଚକ୍ର ଖସାଇଲା F-16
2018ରେ ଭାରତ ରୁଷିଆଠାରୁ ଆଣିଥିଲା ଭାରତ
ଏହାର ମୂଲ୍ୟ 35 ହଜାର କୋଟି
ପାକିସ୍ତାନର ମିଜାଇଲ ବିରୋଧରେ ଅମୋଘ ଅସ୍ତ୍ର S-400
S-400 ଏକସାଙ୍ଗରେ 72 ମିସାଇଲ୍ ଛାଡିପାରିବ
ସୁଦର୍ଶନ ଚକ୍ର ସିଷ୍ଟମରେ 4 ପ୍ରକାରର ମିସାଇଲ୍ ଥାଏ
600 କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ 300 ଟାର୍ଗେଟ୍ ଟ୍ରାକ୍ କରିପାରିବ
ରେଞ୍ଜ 40, 100, 200 ଓ 400 କିଲୋମିଟର ପର୍ଯ୍ୟନ୍ତ ରହିଛି
ଚୀନ ଓ ପାକିସ୍ତାନ ସୀମାରେ ମୁତୟନ
ପାକିସ୍ତାନ ଦ୍ରୋଣ ଓ ମିସାଇଲକୁ ମାଟିରେ ମିଶାଇଛି ସୁଦର୍ଶନ ଚକ୍ର
ପାକିସ୍ତାନର 8 ମିସାଇଲକୁ ଆକାଶରେ ହିଁ ନଷ୍ଟ କରିଦେଲା ସୁଦର୍ଶନ ଚକ୍ର
ପାକିସ୍ତାନକୁ ଔକାତ୍ ଦେଖାଇଥିବା ହତିଆର୍

L-70


-40ଏମଏମ୍ ଆଣ୍ଟି ଏୟାରକ୍ରାଫଟ ଗନ୍
-ଗୋଟିଏ ମିନିଟରେ 240ରୁ 300 ରାଉଣ୍ଡ ଫାଯାର କରିବାର କ୍ଷମତା
- L-70ର ରେଞ୍ଜ 4 ହଜାର ମିଟର
-ପାକିସ୍ତାନର ଦ୍ରୋଣକୁ ଉଡାଇବାରେ ବଡ ଭୂମିତା ଏଲ୍ 70ର
-ଉଦମପୁର, ସାମ୍ବା, ଜମ୍ମୁ, ଉଖନୁର, ନଗରୋଟା, ପଠାନକୋଟ୍ ମୁହଁତୋଡ ଜବାବ


INS ବିକ୍ରାନ୍ତ


-ସମୁଦ୍ରରେ ଶକ୍ତି ଦେଖାଇଲା INS ବିକ୍ରାନ୍ତ
-ପୂର୍ବରୁ ହିଁ ଆରବ ସାଗରରେ INS ବିକ୍ରାନ୍ତ ପ୍ରସ୍ତୁତ ଥିଲା
-କରାଚି ବନ୍ଦର ଉପରେ INS ବିକ୍ରାନ୍ତରୁ ହମଲାର ଜାତୀୟ ଗଣମାଧ୍ୟମରେ ଖବର
- INS ବିକ୍ରାନ୍ତ ହେଉଛି ଏକ ଷ୍ଟ୍ରାଇକ୍ ସିପ୍
- INS ବିକ୍ରାନ୍ତ 40 ଏଯାରକ୍ରାଫଟ ଲଞ୍ଚ କରିବାର କ୍ଷମତା ରଖିଛି
- INS ବିକ୍ରାନ୍ତ 32 ବାରାକ୍, 8 ମିଶାଇଲ୍, 16 ବ୍ରହ୍ମୋସ୍ ମିଶାଇଲ୍, ନାଭାଲ୍ ଗନ୍ ରଖିପାରେ

ZSU-23-4 ଶିଳ୍କା (shilka)


-ଏହା ଏକ ଅଟୋମେଟିକ୍ ଆଣ୍ଟି ଏୟାରକ୍ରାଫଟ୍ ଗନ୍
- ZSU-23-4 ଶିଲକାରେ 23 ଏମଏମର 4ଟି ତୋପ ଲାଗିଛି
- ZSU-23-4 ଶିଲକାର ରେଞ୍ଜ 2.5 କିଲୋମିଟର
-ପ୍ରତି ମିନିଟରେ 4 ହଜାର ରାଉଣ୍ଡ ଫାୟାର କରିବାର କ୍ଷମତା



Argus Whatsapp Channel Mobile Top
Sponsored
operation-sindoor-india-pakistan-live-police-army-launch-search-operation-in-pathankot | Argus News