Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କ୍ୟୁାଆର କୋଡ୍ ଧରି ଭିକ ମାଗୁଛନ୍ତି

Rashmita Mishra
Browse all articles by Rashmita Mishra
·2 years ago·1 min read
କ୍ୟୁାଆର କୋଡ୍ ଧରି ଭିକ ମାଗୁଛନ୍ତି

ଅର୍ଗସ ବ୍ୟୁରୋ: ଭିକ ମାଗିଵା ତ ଅନେକ ପ୍ରକାର ଦେଖିଥିଵେ । କିନ୍ତୁ ଏହି ଭିକାରୀ ଜଣକ ଭିନ୍ନ ପ୍ରକାରର ଭିକ ମାଗୁଥିଵାର ଭିଡିଓ ଏଵେ   ସୋସିଆଲ ମିଡିଆ ଭାଇରାଲ ହୋଉଛି । ଆସାମ ଗୁଆହାଟିରେ ଜଣେ ଦୃଷ୍ଟିହୀନ ଭିକାରୀ ଭିକ ମାଗିବା ସମସ୍ତଙ୍କୁ ଚକିତ କରିଛି। ସେ ଏକ କ୍ୟୁାଆର କୋଡ୍ ଧରି ଭିକ ମାଗୁଛନ୍ତି ।

କାରଣ ତାଙ୍କୁ କେହି ଠକି ପାରିଵେ ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହୋଉଥିଵା ଭିଡିଓରେ ଜଣେ ଦୃଷ୍ଟି ଵ୍ୟକ୍ତି କାରରେ ଯାଉଥିଵା ଲୋକଙ୍କ ପାଖକୁ ଯାଇ ଭିକ ମାଗୁଥିଲେ  ।ସେହି ଵ୍ୟକ୍ତି ଵେକରେ କ୍ୟୁାଆର କୋଡ୍ ଦୋଖି କାରରେ ଵସିଥିଵା ଲୋକଟି  ଭିକାରିକୁ ପଚାଚୁଛନ୍ତି ଅନଲାଇନରେ ନେଉଛନ୍ତିକି ?ଆଉ ସେ ମଧ୍ୟ ହଁ ଵୋଲି ଉତ୍ତର ଦିଅନ୍ତି ।
ସେ ଵ୍ୟକ୍ତି ଟଙ୍କା ଟ୍ରାନ୍ସଫର କଲା ପରେ ସେ ତାଙ୍କ ଆପ୍ ମାଧ୍ୟମରେ ଶୁଣିଲା  ପରେ ଭିକାରୀ ଜଣକ ସନ୍ତୁଷ୍ଟ ହୋଉଛନ୍ତି । ଆଉ ସେଠାରୁ ଚାଲିଯାଉଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
beggars-begging-on-qr-code-digital | Argus News