Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏକା ସମୟରେ ଆରବସାଗରରେ ଭାରତ ପାକିସ୍ତାନର ନୌସେନା ସମରାଭ୍ୟାସ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଏକା ସମୟରେ ଆରବସାଗରରେ ଭାରତ ପାକିସ୍ତାନର ନୌସେନା ସମରାଭ୍ୟାସ

Key Points

ଉଭୟ ଦେଶ ପକ୍ଷରୁ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି ହୋଇଛି । ଭାରତ ଓ ପାକିସ୍ତାନୀ ନୌସେନା ଏକା ସମୟରେ ନିଜ ନିଜ ଜାହାଜରୁ ଗୁଳିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଥିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି ।

ଆଜିଠୁ ଆରବ ସାଗରରେ ଉଭୟ ଭାରତ ଓ ପାକିସ୍ତାନର ନୌସେନା ସମରାଭ୍ୟାସ । ଅପରେସନ ସିନ୍ଦୁର ପରେ ପ୍ରଥମଥର ପାଇଁ ଗୋଟିଏ ସମୟରେ ସମରାଭ୍ୟାସ କରିବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ । ଉଭୟ ଦେଶ ପକ୍ଷରୁ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି ହୋଇଛି । ଭାରତ ଓ ପାକିସ୍ତାନୀ ନୌସେନା ଏକା ସମୟରେ ନିଜ ନିଜ ଜାହାଜରୁ ଗୁଳିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଥିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି ।


ଭାରତ-ପାକିସ୍ତାନ ଯୁଦ୍ଧ ବିରତିକୁ ତିନିମାସ ବିତିଥିଲେ ବି ଦୁଇ ଦେଶ ମଧ୍ୟରେ ଏବେବି ଉତ୍ତେଜନା ଲାଗି ରହିଛି। ସମରାଭ୍ୟାସକୁ ନେଇ ଭାରତ ପକ୍ଷରୁ ଓଖା, ପୋରବନ୍ଦର ଓ ମୋର୍ମୁଗାଓ ନିକଟରେ ସାମୁଦ୍ରିକ ଯାତାୟାତରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି। ସେହିପରି ପାକିସ୍ତାନ ସାମୁଦ୍ରିକ ଯାତାୟାତକୁ ଅଗଷ୍ଟ ୧୧ ସକାଳ ୪ଟାରୁ ଅଗଷ୍ଟ ୧୨ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India and Pakistan conduct naval exercises in the Arabian Sea at the same time | Argus News