Videos
|
National

India Vs Pak War Live; ପାକିସ୍ତାନର ସବୁ ଆକ୍ରମଣ ବିଫଳ

Smruti Parija
Browse all articles by Smruti Parija
·1 year ago

କାଲି ରାତିର ଅପରେସନ ନେଇ ଭାରତୀୟ ସେନାର ପ୍ରଥମ ବୟାନ
LOCର ବିଭିନ୍ନ ସ୍ଥାନରେ ଗତରାତିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ
ପାକିସ୍ତାନର ସବୁ ଆକ୍ରମଣ ବିଫଳ କରାଯାଇଛି - ଭାରତୀୟ ସେନା
ପାକିସ୍ତାନର ସବୁ ଡ୍ରୋନ୍ ଆକ୍ରମଣ ଉଦ୍ୟମ ବିଫଳ କରାଯାଇଛି
ପାକିସ୍ତାନର ସବୁ ଷଡ଼ଯନ୍ତ୍ରକୁ ଶକ୍ତିର ସହ ଜବାବ ଦିଆଯିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
india-pak-war-live-update-indian-armys-first-statement-on-last-nights-operation | Argus News