Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - India Pak War Update : ଚଣ୍ଡିଗଡରେ ବାଜିଲା ପୁଣି ଯୁଦ୍ଧ ସାଇରନ୍ , ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

National

India Pak War Update : ଚଣ୍ଡିଗଡରେ ବାଜିଲା ପୁଣି ଯୁଦ୍ଧ ସାଇରନ୍ , ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
India Pak War Update : ଚଣ୍ଡିଗଡରେ ବାଜିଲା ପୁଣି ଯୁଦ୍ଧ ସାଇରନ୍ , ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

ପଞ୍ଜାଵ ଚଣ୍ଡିଗଡରେ ବାଜିଲା ପୁଣି ଯୁଦ୍ଧ ସାଇରନ୍ । ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ । ଘରର ବାଲକୋନୀ ଠାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ଉପରେ କଡା ନଜର ରଖିଛି ଭାରତୀୟ ସେନା । ଏୟର ଫୋର୍ସ ଷ୍ଟେସନ ପକ୍ଷରୁ ଆଲର୍ଟ କରାଯାଇଛି । ଆକାଶ ମାର୍ଗରୁ ପୁଣି ଆକ୍ରମଣ କରାଯାଉଥିବା ଆଶଙ୍କା କରାଯାଉଛି । ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି ।

ସେହିପରି ରାଜସ୍ଥାନ, ପଞ୍ଜାବ, ଓ ଜାମୁ କାଶ୍ମୀରର ମେଡିକାଲର ଛାତ ରେ ଲେଖା ଯାଇଛି ରେଡ କ୍ରସ ମାର୍କ । ଯେନିଭା ଚୁକ୍ତି ଅନୁସାରେ ଯୁଦ୍ଧ ବେଳେ ମେଡିକାଲକୁ ଟାର୍ଗେଟ କରିବେନି ଦୁଇ ଦେଶ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
India Pak War Update: War sirens sounded again in Chandigarh, people advised to stay home | Argus News