Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମିସାଇଲ ଷ୍ଟ୍ରାଇକ୍ କୁ କାହିଁକି ବାଛିଲା ଭାରତ ?

National

ମିସାଇଲ ଷ୍ଟ୍ରାଇକ୍ କୁ କାହିଁକି ବାଛିଲା ଭାରତ ?

Smruti Parija
Browse all articles by Smruti Parija
·1 year ago
 ମିସାଇଲ ଷ୍ଟ୍ରାଇକ୍ କୁ କାହିଁକି ବାଛିଲା ଭାରତ ?

ସବୁ ରାତି ସମାନ ନୁହେଁ କି ସବୁ ସକାଳ ବି ଶାନ୍ତ ନୁହେଁ । ସେ ଦିନ ବି ସମସ୍ତଙ୍କର ମନେ ଥିଲା..ଆଉ ଏ ରାତି ବି ସମସ୍ତଙ୍କର ମନେ ରହିବ । ଆଖିର ଲୁହ ସୁଖିନି । କି ମନର କୋହ କମିନି । ପହଲଗାମ୍ ର ଆକ୍ରମଣକୁ 15 ଦିନ ପୁରିଲାଣି । ନିଜ ପ୍ରିୟଜନକୁ ହରାଇ କାହାରି ଆଖିକୁ ନିଦ ନାହିଁ । ଶୋଉଛନ୍ତି ତ ସତ ହେଲେ ସେ ସୁଖ ନିଦ ଆସୁନି । ଯାହାର ରାତି ଅଧିଆ ଜବାବ ଦେଇଛି ଭାରତ । ରାତିର ଅନ୍ଧାକାର ଭିତରେ ରକ୍ତରେ ଜବାବ ଦେଇଛି ଭାରତ । ଆଉ ଏହି ଆକ୍ରମଣରେ ଜୈଶ-ଇ ମହମ୍ମଦ, ଲସ୍କର -ଇ-ତୋଏବା, ହିଜ୍ଜବୁଲ ମୁଜାହିଦନ ସହ ଜଡିତ 100 ଆତଙ୍କୀବାଦୀଙ୍କୁ ମାରି ଦିଆଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
india-pakistan-tensions-after-operation-sindoor | Argus News