ଆତଙ୍କୀ ଷଡଜନ୍ତ୍ରକୁ ମୂଳପେୋଛ କରିବାକୁ ପ୍ରସ୍ତୁତ ଭାରତ

ଆତଙ୍କୀସ୍ଥାନ ର ଆତଙ୍କୀ ଷଡଜନ୍ତ୍ରକୁ ମୂଳପେୋଛ କରିବାକୁ ପ୍ରସ୍ତୁତ ଭାରତ। LOC ରେ ଭାରତୀଯ ସ୍ଥଳ ସେନା ପାକ୍ ସେନାଙ୍କ ନିଦ ହଜାଇବା ପରେ ଏବେ ସମୁଦ୍ର ରେ କରିଛି ହଲ୍ଲାବେୋଲ। ଆରବ ସାଗରରେ ଆରମ୍ଭ ହୋଇଛି ଭାରତୀୟ ନୌସେନାର ସମରସଜ୍ଜା। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧ ଜାହାଜ ପ୍ରସ୍ତୁତ ।ଏକାଧିକ ନୌଜାହାଜ ଓ ଯୁଦ୍ଧ ଜାହାଜ ବିଧ୍ବଂସୀ ପରୀକ୍ଷଣ କରାଯାଇଛି ।ଗୁଜରାଟ ଉପକୂଳରେ ଥିବା ଆନ୍ତର୍ଜାତିକ ସାମୁଦ୍ରିକ ସୀମା ନିକଟରେ କୋଷ୍ଟଗାର୍ଡର ଜାହାଜ ମୁତୟନ କରାଯାଇଛି ।
ଆତଙ୍କୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ଭାରତ ମଧଯରେ ଆଲୋଚନା ଆରମ୍ଭ ହୋଇଛି। ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଆଲାଚନା କରିଛନ୍ତି ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ. ଜୟଶଙ୍କର । ଆତଙ୍କୀ, ସେମାନଙ୍କ ସମର୍ଥକ ଓ ସହଯୋଗ ଯୋଗାଉଥିବା ଲୋକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଜୟଶଙ୍କର କହିଛନ୍ତି । ଏହି ଅବସରରେ ଆମେରିକା ବିଦେଶ ମନ୍ତ୍ରୀ ଆତଙ୍କୀ ଆକ୍ରମଣକୁ ନେଇ ଗଭୀର ଶୋକ ପ୍ରକାଶ କରିଥିଲେ । ଆତଙ୍କୀ ହମଲାରେ ପୀଡିତଙ୍କ ପରିବାରକୁ ଆମେରିକା ପକ୍ଷରୁ ସମବେଦନା ଜଣାଇଛନ୍ତି ।
ପାକିସ୍ଥାନ ଉପରେ ଗେୋଟିଏ ପରେ ଗେୋଟିଏ କଡା ପଦକ୍ଷେପ ନେଉଛି ଭାରତ...ବରତ୍ମାନ ଭାରତର ଅଆକାଶରେ ପାକିସ୍ତାନ ବିମାନର ରାସ୍ତା ବନ୍ଦ କରିଛି ଭାରତ ।ମେୋଦିଙ୍କ ଚେତାବନୀ ରେ ଛାନିଆ ପାକିସ୍ଥାନର ନେତା ମନ୍ତ୍ରୀ..ବଡ ବଡ କଥା କହୁଥିବା ପାକ୍ ସମର୍ଥକ ମେୋଦିଙ୍କ ଅଲଟିମେଟମ୍ ପରେ ଭଯରେ ଯୁେନ୍ କୁ ଗୁହାରି ହେଉଛନ୍ତି..
ପ୍ରଧାନମନ୍ତ୍ରୀ ମୋଦୀ ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି ଏବଂ ସୁରକ୍ଷା କ୍ୟାବିନେଟ କମିଟି ସମେତ ପ୍ରମୁଖ ଉଚ୍ଚସ୍ତରୀୟ ବୈଠକରେ ପହଲଗାମ୍ ଆତଙ୍କ ବିରେୋଧରେ କଡା ପଦକ୍ଷେପ ନେବାକୁ ସେନା ସହିତ ଅଆଲେୋଚନା କରିଛନ୍ତି।ଏହି ବୈଠକରେ ଆତଙ୍କବାଦ ବିରୁଦ୍ଧରେ ବଡ ଅଆକ୍ସନ ନେବାକୁ ଭାରତୀୟ ସଶସ୍ତ୍ର ବାହିନୀ କୁ ପୂର୍ଣ କ୍ଷମତା ଦେଇଛ ।