ଆଜି ଭାରତ- ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି
·2 years ago

ନୂଆଦିଲ୍ଲୀ: ଭାରତ-ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି। ଆଜି ମୋହାଲିରେ ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ। ମୁହାଁମୁହିଁ ।
ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଭାରତ। କୋହଲି, ସୂର୍ଯ୍ୟକୁମାର ଓ ପାଣ୍ଡ୍ୟାଙ୍କ ବିନା ମଇଦାନକୁ ଓହ୍ଲାଇବ ଟିମ୍। ଅନ୍ୟପଟେ ଆହାତ ଯୋଗୁଁ ଆଫଗାନିସ୍ତାନ ପକ୍ଷରୁ ଖେଳିବେନି ରସିଦ ଖାନ୍ ।
ଅଧିକ ପଢନ୍ତୁ କ୍ରୀଡା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: