Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତର ବିକଶିତ ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

National

ଭାରତର ବିକଶିତ ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Banajyotshna Ray
Browse all articles by Banajyotshna Ray
·1 year ago
ଭାରତର ବିକଶିତ ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଅର୍ଗସ ବ୍ୟୁରୋ:  ଶତ୍ରୁ ଶିବିରରେ ଛନକା । ଭାରତର ବିକଶିତ ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଡିଆରଡିଓ ଦ୍ବାରା ଚାନ୍ଦିପୁର ଡିଆରଡିଓ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରେ ପରୀକ୍ଷଣ କରାଯାଇଛି । ଏକ ଚାଳକବିହୀନ ପ୍ରତିରୂପ କ୍ଷେପଣାସ୍ତ୍ର ପ୍ରଥମେ ଆକାଶ ମାର୍ଗକୁ ନିକ୍ଷେପ କରାଯିବା ପରେ ତାକୁ ଲକ୍ଷ୍ୟଭେଦ କରିଥିଲା ଏହି କ୍ଷେପଣାସ୍ତ୍ର। ହାଇ ସ୍ପିଡ ଏକ୍ସପାଣ୍ଡେବଲ ଏରିଏଲ ଟାର୍ଗେଟର ସଫଳ ପରୀକ୍ଷଣ ଭାରତୀୟ ସେନାକୁ ବଡ଼ ଶକ୍ତି ଯୋଗାଇବ ବୋଲି ଆଶା ରହିଛି । ଏହି ହାଇ ସ୍ପିଡ ବିମାନରେ ଶତ୍ରୁ ପକ୍ଷର ମିସାଇଲକୁ ଟାର୍ଗେଟ୍ କରାଯାଇ ପାରିବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
India successfully tests 'Abhyas' high-speed expendable aerial target | Argus News