Videos
|
National

ଭାରତ ଓ ୟୁକ୍ରେନ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଚାରୋଟି ଚୁକ୍ତି

Banajyotshna Ray
Browse all articles by Banajyotshna Ray
·1 year ago
ଭାରତ ଓ ୟୁକ୍ରେନ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଚାରୋଟି ଚୁକ୍ତି

ଅର୍ଗସ ବ୍ୟୁରୋ:  ପିଏମ ମୋଦିଙ୍କ ଗସ୍ତ ପରେ ଭାରତ ଓ ୟୁକ୍ରେନ ମଧ୍ୟରେ ସ୍ବାକ୍ଷରିତ ହୋଇଛି ଚାରୋଟି ଚୁକ୍ତି। କୃଷି ଏବଂ ମେଡିକାଲ ଭଳି କ୍ଷେତ୍ରରେ ପରସ୍ପରର ସହଯୋଗରେ କାମ କରିବାକୁ ଚୁକ୍ତି ସ୍ୱାକ୍ଷର ହୋଇଛି। କୃଷି ଏବଂ ଫୁଡ୍ ଇଣ୍ଡଷ୍ଟ୍ରି, ମେଡିକାଲ ପ୍ରଡକ୍ଟ ରେଗୁଲେସନ, ହାଇ ଇମ୍ପାକ୍ଟ କମ୍ୟୁନିଟି ଡେଭଲପମେଣ୍ଟ ପ୍ରେଜେକ୍ଟର କ୍ରୀୟାନ୍ବୟନ ପାଇଁ ଭାରତୀୟ ମାନବୀୟ ଅନୁଦାନ ସହାୟତା ଏବଂ 2024ରୁ 28 ପର୍ଯ୍ୟନ୍ତ ସାଂସ୍କୃତିକ ସହଯୋଗ କାର୍ଯ୍ୟକ୍ରମ  ପାଇଁ ଭାରତ ଓ ୟୁକ୍ରେନ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India, Ukraine sign four agreements to provide for cooperation in agriculture, medicine, culture, humanitarian assistance | Argus News