Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦକ୍ଷିଣ ଆଫ୍ରିକାକୁ ୧୦୬ ରନରେ ପରାସ୍ତ କଲା ଭାରତ 

Manini Pattanayak
Browse all articles by Manini Pattanayak
·2 years ago
ଦକ୍ଷିଣ ଆଫ୍ରିକାକୁ ୧୦୬ ରନରେ ପରାସ୍ତ କଲା ଭାରତ 

ନୂଆଦିଲ୍ଲୀ: ତୃତୀୟ ଟି-୨୦ ମୁକାବିଲାରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୧୦୬ ରନରେ ପରାସ୍ତ କରିଛି ଭାରତ।

ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ବିନିମୟରେ ୨୦୧ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୩.୫ ଓଭରରେ ମାତ୍ର ୯୫ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତର ସୂର୍ଯ୍ୟ କୁମାର ଯାଦବ ଉଭୟ ପ୍ଲେୟର ଅଫ ଦି ମ୍ୟାଚ୍ ଏବଂ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଛନ୍ତି।  
 

ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs South Africa T20 2023: Series ends in 1-1 tie after Suryakumar Yadav, Kuldeep Yadav heroics | Argus News