ଭାରତୀୟ ବାୟୁସେନା ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ
·1 year ago

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଆଗ୍ରାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଗ୍ରା ନିକଟରେ ଖସିପଡ଼ିଥିଲା ମିଗ-୨୯ ବିମାନ। ମିଗ-୨୯ରେ ଥିବା ପାଇଲଟ ପାରାଚ୍ୟୁଟ ଯୋଗେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।
ପଞ୍ଜାବ-ଆଦମପୁରରୁ ଆଗ୍ରା ଯାଉଥିଲା ଏହି ଫାଇଟର ଜେଟ। ବିମାନରେ ପାଇଲଟଙ୍କ ସମେତ ୨ଜଣ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: