Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆତଙ୍କବାଦୀ ନିପାତ କରିବାକୁ ମିଲିଟାରୀ ଆକ୍ସନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା

National

ଆତଙ୍କବାଦୀ ନିପାତ କରିବାକୁ ମିଲିଟାରୀ ଆକ୍ସନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା

Ritu Das
Browse all articles by Ritu Das
·1 year ago·1 min read
ଆତଙ୍କବାଦୀ ନିପାତ କରିବାକୁ ମିଲିଟାରୀ ଆକ୍ସନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା

ଏକ୍ସପ୍ରେସ ୱେ ବନିଲା ରନ୍‌ ୱେ । ଆତଙ୍କବାଦୀ ଉପରେ ମିଲିଟାରୀ ଆକ୍ସନ ପାଇଁ ତୟାର ହେଉଛି ଭାରତୀୟ ସେନା। ସାହାଜାହାନପୁର ହାଇୱେରେ ଟଚ୍ ଡାଉନ ହେଲା ମୀରାଜ, ରାଫେଲ, ସୁଖଇ, ଜାଗୁଆର ଭଳି ଯୁଦ୍ଧ ବିମାନ। ପ୍ରଧାନମନ୍ତ୍ରୀଙ୍କ ଘନ ଘନ ବୈଠକ ପରେ ଦମ୍‌ ଦେଖାଉଛି ଭାରତୀୟ ବାୟୁ ସେନା । ଉତ୍ତର ପ୍ରଦେଶ ଗଙ୍ଗା ଏକ୍ସପ୍ରେସ ୱେରେ ଲଡ଼ାକୁ ବିମାନ ଲାଣ୍ଡିଂ ଏବଂ ଟେକ୍‌ ଅଫ୍‌ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଜରୁରୀ ପରିସ୍ଥିତିରେ ଏହି ହାଇୱେ ପଟି ବିକଳ୍ପ ଅଡ୍ଡା ଭାବେ ବ୍ୟବହାର କରାଯିବ। ଗଙ୍ଗା ଏକ୍ସପ୍ରେସ ୱେର 80 ପ୍ରତିଶତ କାମ ସରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୫୯୪ କିଲୋମିଟର ଏହି ଲମ୍ବା ରାସ୍ତା ମିରଟରୁ ପ୍ରୟାଗରାଜ ପର୍ଯ୍ୟନ୍ତ ହେଉଛି । ନୌସେନା ଆରବ ସାଗରରେ ଯୁଦ୍ଧ ପୁତ୍ତ ସହିତ ଅଭ୍ୟାସ କରୁଛି । ସ୍ଥଳ ସେନା କାଶ୍ମୀରରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏପଟେ ବାୟୁ ସେନାର ଏ ଅଭ୍ୟାସ ବଡ଼ ସନ୍ଦେସ ଦେଉଛି।

Sponsored
indian-army-is-preparing-for-military-action-to-eliminate-terrorists | Argus News