Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରୋହିତଙ୍କ ଅର୍ଦ୍ଧଶତକ ପରେ ବି ଟାଇ ରହିଲା ମ୍ୟାଚ୍ 

Manini Pattanayak
Browse all articles by Manini Pattanayak
·1 year ago
ରୋହିତଙ୍କ ଅର୍ଦ୍ଧଶତକ ପରେ ବି ଟାଇ ରହିଲା ମ୍ୟାଚ୍ 

ନୂଆଦିଲ୍ଲୀ:  ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଟାଇ ରହିଲା ମ୍ୟାଚ୍ । ଶ୍ରୀଲଙ୍କା ଦେଇଥିବା 230 ରନ ଟାର୍ଗେଟ ପୂରଣ କରପାରିଲେନି ଟିମ୍  ଇଣ୍ଡିଆ । ରୋହିତଙ୍କ ଅର୍ଦ୍ଧଶତକ ପରେ ବି ଟାଇ ରହିଲା ମ୍ୟାଚ୍ । ମାତ୍ର 47.4 ଓଭର ଖେଳ ଚାଲିଥିବା ବେଳେ ଜିତିବାରୁ ମାତ୍ର 1 ରନ ଆବଶ୍ୟକ ଖିଲା ।

ହେଲେ ଶେଷ ୱିକେଟ୍ ପାଇଁ ବ୍ୟାଟିଂରେ ଆସିଥିବା ଅର୍ଶଦୀପ ସିଂହ ଏଲ୍‌ବିଡବ୍ଲୁ ହୋଇଗଲେ । ଫଳରେ ମ୍ୟାଚ ଟାଇ ହୋଇଯାଇଛି । ଶ୍ରୀଲଙ୍କ ପ୍ରଥମେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ 20 ଓଭଳରେ ଦଳ 8 ୱିକେଟ ହରାଇ 230 ରନ କରିଥିଲା । ଜବାବରେ ଭାରତ 47.5 ଓଭରରେ 230 ରନ କରି ଅଲ୍ ଆଉଟ୍ ହୋଇଯାଇଛି । 
ଅଧିକ ପଢନ୍ତୁ କ୍ରୀଡା  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian captain Rohit Sharma speaks after the first ODI against Sri Lanka in Colombo resulted in a dramatic tie. | Argus News