|
logo
Live

Argus News - ଉର୍ଦ୍ଧ୍ୱମୁଖୀ ଭାରତୀୟ ଅର୍ଥନୀତି

National

ଉର୍ଦ୍ଧ୍ୱମୁଖୀ ଭାରତୀୟ ଅର୍ଥନୀତି

Banajyotshna Ray
Browse all articles by Banajyotshna Ray
·1 year ago
ଉର୍ଦ୍ଧ୍ୱମୁଖୀ ଭାରତୀୟ ଅର୍ଥନୀତି

ଅର୍ଗସ ବ୍ୟୁରୋ: ଉର୍ଦ୍ଧ୍ୱମୁଖୀ ଭାରତୀୟ ଅର୍ଥନୀତି । ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଆସିଛି ଖୁସି ଖବର । ଦେଶର GDP ବୃଦ୍ଧି ସ୍ତର 2023-24ରେ 8.2 ପ୍ରତିଶତ ରହିଛି । 2022-23ରେ GDP 7 ପ୍ରତିଶତ ରହିଥିଲା । 2024 ପ୍ରଥମ ତ୍ରୟମାସରେ ଆର୍ଥିକ ବିକାଶ ସ୍ତର 7.8 ରହିଥିବାବେଳେ ଗତବର୍ଷ ଏହି ସମୟରେ ଜିଡିପି ସ୍ତର 6.2 ପ୍ରତିଶତ ରହିଥିଲା । ଚଳିତବର୍ଷ ଶେଷ ତ୍ରୟ ମାସରେ ମଧ୍ୟ ଆର୍ଥିକ ବିକାଶ ସ୍ତର 8.2 ପ୍ରତିଶତ ରହିବା ନେଇ ଆକଳନ କରାଯାଉଛି । ଶୁକ୍ରବାର ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ ପକ୍ଷରୁ ରିପୋର୍ଟ ଜାରି ହୋଇଛି । ଏହାପୂର୍ବରୁ ବ୍ଲମବର୍ଗ ଭାରତର ଜିଡିପି 7.9 ରହିବ ବୋଲି ଆକଳନ କରିଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଉର୍ଦ୍ଧ୍ୱମୁଖୀ ଭାରତୀୟ ଅର୍ଥନୀତି | Argus News