Videos
|
National

ସୀମାରେ ଅନୁପ୍ରବେଶ ରୋକିବାକୁ ଯବାନଙ୍କ କଡ଼ା ପ୍ରହରା

Ritu Das
Browse all articles by Ritu Das
·1 year ago
ସୀମାରେ ଅନୁପ୍ରବେଶ ରୋକିବାକୁ ଯବାନଙ୍କ କଡ଼ା ପ୍ରହରା

ଅର୍ଗସ ବ୍ୟୁରୋ: ବାଂଲାଦେଶରେ ହିଂସା ଓ ଅରାଜକତା ଜାରି ରହିଛି, ଏହା ସହ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଇସଲାମୀୟ ମୌଳବାଦୀମାନେ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନଙ୍କୁ ହତ୍ୟା କରିବା ସହ ସଂଖ୍ୟାଲଘୁଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଆଦି ପୋଡ଼ି ଦିଆଯାଉଛି। 

ଏସବୁ ମଧ୍ୟରେ ସୀମା ଦେଇ ବାଂଲାଦେଶୀ ମାନେ ଭାରତକୁ ପ୍ରବେଶ କରିବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭାରତ ବାଂଲାଦେଶ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଏସଏଫ ଯବାନ ମାନେ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ କଡା ନଜର ରଖିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
indian jawans | Argus News