Videos
|
National

ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ୱିଲିୟମ୍ସ

Banajyotshna Ray
Browse all articles by Banajyotshna Ray
·2 years ago
ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ୱିଲିୟମ୍ସ

ଅର୍ଗସ ବ୍ୟୁରୋ:  ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ଓ୍ବିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ ଅଭିଜ୍ଞ ନାସା ମହାକାଶଚାରୀ ସମସ୍ତେ ବୋଇଙ୍ଗର ଷ୍ଟାରଲିନର୍‌ ମହାକାଶଯାନରେ ମହାକାଶକୁ ଯିବେ। ଏହା ପ୍ରଥମ ମାନବ ମହାକାଶଯାନ ହେବ। ନାସା ଅନୁଯାୟୀ, ୟୁନାଇଟେଡ ଲଞ୍ଚ ଆଲାଇନ୍ସ ଆଟଲାସ ଭି ରକେଟ ଏବଂ ବୋଇଙ୍ଗ ଷ୍ଟାରଲିନର୍‌ ମହାକାଶଯାନ କେନେଡି ସ୍ପେସ ସେଣ୍ଟରରୁ ଆଜି  ସକାଳ ୮ଟାରେ ଉତକ୍ଷେପଣ କରାଯିବ। ଏହି ମିଶନ ପରିଚାଳନା କରିବେ ସୁନୀତା ୱିଲିୟମ୍ସ। ୱିଲିୟମ୍ସ ଦୁଇଟି ମିଶନରେ ମହାକାଶରେ ସମୁଦାୟ ୩୨୨ ଦିନ ବିତାଇଛନ୍ତି, ଯାହା ଏକ ରେକର୍ଡ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: