Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲାକ୍ଷାଦ୍ୱୀପରେ ନାହିଁ ସାପର ଚିହ୍ନବର୍ଣ୍ଣ

Manini Pattanayak
Browse all articles by Manini Pattanayak
·2 years ago
ଲାକ୍ଷାଦ୍ୱୀପରେ ନାହିଁ ସାପର ଚିହ୍ନବର୍ଣ୍ଣ

 ନୂଆଦିଲ୍ଲୀ:  ବିଭିନ୍ନ ଦେଶରେ ବିଭିନ୍ନ ପ୍ରଜାତିର ସାପ ଦେଖିବାକୁ ମିଳେ । ବିଷଧର ଏହି ସାପ ସବୁ ଦେଶ ବିଦେଶର ବିଭିନ୍ନ କୋଣ ଅନୁକୋଣରେ ରୁହନ୍ତି । ସେହିପରି ଭାରତରେ ମଧ୍ୟ ୩୫୦ରୁ ଅଧିକ ପ୍ରଜାତିର ସାପ ଦେଖିବାକୁ ମିଳେ ।  ଏହି ସବୁ ସାପଙ୍କ ମଧ୍ୟରୁ କେବଳ ୧୭ ପ୍ରତିଶତ ସାପ ବିଷଧର ହୋଇଥାନ୍ତି ।

ଭାରତରେ ମଧ୍ୟ ବିଭିନ୍ନ ପ୍ରାନ୍ତରରେ ସାପ ଦେଖିବାକୁ ମିଳୁଥିବା ବେଳେ ସର୍ବାଧିକ କେରଳ ରାଜ୍ୟରେ ଅଧିକ ଦେଖିବାକୁ ମିଳନ୍ତି ।  କିନ୍ତୁ ଏମିତି ବି ରାଜ୍ୟ ଅଛି ଯେଉଁଠି ସାପ ବିଲକୁଲ ଦେଖିବାକୁ ମିଳେ ନାହିଁ । ଭାରତର ଗୋଟିଏ ମାତ୍ର ସ୍ଥାନ ଲାକ୍ଷାଦ୍ୱୀପରେ ବିଲକୁଲ ସାପ ଦେଖିବାକୁ ମିଳିନ୍ତି ନାହିଁ । ଏହି ଅଞ୍ଚଳକୁ ସ୍ନେକ୍ ଫ୍ରୀ ରିଟ୍ରିଟ୍ ଭାବେ ମଧ୍ୟ ଘୋଷଣା କରାଯାଇଛି । 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indian-state-where-no-snake | Argus News