Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇସ୍ରୋକୁ ଆଉ ଏକ ସଫଳତା, ଲଞ୍ଚ କରାଯାଉଛି ଏକବିଂଶ ଶତାଦ୍ଦୀର ପୁଷ୍କକ ବିମାନ

Banajyotshna Ray
Browse all articles by Banajyotshna Ray
·2 years ago
ଇସ୍ରୋକୁ ଆଉ ଏକ ସଫଳତା,  ଲଞ୍ଚ କରାଯାଉଛି ଏକବିଂଶ ଶତାଦ୍ଦୀର ପୁଷ୍କକ ବିମାନ

ଅର୍ଗସ ବ୍ୟୁରୋ: ଇସ୍ରୋକୁ ଆଉ ଏକ ସଫଳତା । ଏକବିଂଶ ଶତାଦ୍ଦୀର ପୁଷ୍କକ ବିମାନ ଲଂଚ୍ କରାଯାଉଛି । ଏହି ଅତ୍ୟାଧୁନିକ ରକେଟକୁ ପରୀକ୍ଷାମୂଳକଭାବେ ବାୟୁସେନାର ଏକ ହେଲିକପ୍ଟରରୁ ଛଡାଯାଇଥିଲା । ସଫଳତାର ସହ ଏହା ରନେଓ୍ବରେ ଅବତରଣ କରିଥିଲା। ପୁଷ୍କକ ନାମରେ ନାମିତ ଏହି ଯାନକୁ ଭାରତୀୟ ବାୟୁସେନର ଚିନୁକ୍ ହେଲିକପ୍ଟରରୁ ସାଢେ ୪ କିଲୋମିଟର ଉଚ୍ଚତାରୁ ଛଡାଯାଇଥିଲା । ଏହାପରେ ୪ କିମି ଉଚ୍ଚତାରୁ ପୁଷ୍ପକ  ସ୍ବୟଂଚାଳିତ ଭାବେ ରନଓ୍ବେ ନିକଟକୁ ଆସି ରହିଥିଲା । ଏହାପରେ ପୁଷ୍କକ ପୁଣି ଉଡାଣ ଭରିଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India's 21st Century Pushpak 'Viman' Successfully Launched | Argus News