Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତର ଅଭିବୃଦ୍ଧି ହାର ୬.୪ ହେବା ନେଇ ଆକଳନ

Smruti Parija
Browse all articles by Smruti Parija
·11 months ago
ଭାରତର ଅଭିବୃଦ୍ଧି ହାର ୬.୪ ହେବା ନେଇ ଆକଳନ

Key Points

ଭାରତୀୟ ଅର୍ଥନୀତି ପାଇଁ ଶୁଭ ସଙ୍କେତ

ଭାରତର ଅଭିବୃଦ୍ଧି ହାର ୬.୪ ହେବା ନେଇ ଆକଳନ

ରେକର୍ଡ ଛୁଇଁବ ଭାରତର ଅଭିବୃଦ୍ଧି ହାର

ଭାରତୀୟ ଅର୍ଥନୀତି ପାଇଁ ଶୁଭ ସଙ୍କେତ । ଆଗାମୀ ଆର୍ଥିକ ବର୍ଷରେ ରେକର୍ଡ ଛୁଇଁବ ଭାରତର ଅଭିବୃଦ୍ଧି ହାର । ବିଶ୍ବରେ ଭାରତର ଅର୍ଥ ବ୍ୟବସ୍ଥା ଊର୍ଦ୍ଧ୍ବରେ ରହିଛି । ଆନୁମାନ କରାଯାଉଛି ଆସନ୍ତା ୨୦୨୬ରେ ପୁରା ବିଶ୍ବର ଜିଡିପି ହାରାହାରି ୩.୧ ପ୍ରତିଶତ ବୃଦ୍ଧି ପାଇବା ସମ୍ଭାବନା ଥିବା ବେଳେ ଭାରତର ଅଭିବୃଦ୍ଧି ହାର ୬.୪ ହେବା ନେଇ ଆକଳନ କରାଯାଇଛି । ବିଶ୍ବର ବଡ଼ ବଡ଼ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ଆଗରେ ରହିବ । ଅନ୍ୟପକ୍ଷରେ ବିଶ୍ବର ଜିଡିପି ହାରାହାରି ୩.୧ ପ୍ରତିଶତକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indias-growth-rate-projected-to-be-6.4-PERCENT | Argus News