Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପୋଖରାନରେ ଭାରତର ଶକ୍ତି ପ୍ରଦର୍ଶନ

National

ପୋଖରାନରେ ଭାରତର ଶକ୍ତି ପ୍ରଦର୍ଶନ

Ritu Das
Browse all articles by Ritu Das
·2 years ago
ପୋଖରାନରେ ଭାରତର ଶକ୍ତି ପ୍ରଦର୍ଶନ

ଅର୍ଗସ ବ୍ୟୁରୋ: ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋଖରାନରେ ଭାରତର ତିନି ସେନାର ଯବାନଙ୍କ ଦ୍ବାରା ମିଳିତ ଏକ୍ସରସାଇଜ `ଭାରତ ଶକ୍ତି' ପ୍ରଦର୍ଶନ । ଏହି ଏକ୍ସରସାଇଜରେ ଭାରତୀୟ ପ୍ରତିରକ୍ଷା ଉପକରଣ ଗୁଡିକର କ୍ଷମତା ପ୍ରଦର୍ଶନ ସହ ଯବାନଙ୍କ ବୀରତ୍ବର ନିଦର୍ଶନ ଦେଖିବାକୁ ମିଳିଛି । 

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରର ବ୍ୟବହାର ଦେଖାଉଛନ୍ତି ଭାରତୀୟ ସେନା । କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
India's show | Argus News