|
logo
Live

Argus News - ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

National

ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

Ritu Das
Browse all articles by Ritu Das
·1 year ago·1 min read
ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ବିମାନରେ ବୋମା ଆତଙ୍କ । ନୂଆଦିଲ୍ଲୀରୁ ବାରାଣସୀ ଯିବାକୁ ଥିବା ଏକ ବିମାନରେ ବୋମା ଥିବା ନେଇ ଫୋନ କଲ ଆସିଥିଲା । ଏହାପରେ ବିମାନକୁ ତୁରନ୍ତ ଅଲଗା କରାଯାଇ ସ୍ବତନ୍ତ୍ର ସ୍ଥାନକୁ ନିଆଯାଉଥିଲା।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Press Trust of India (@PTI_News) May 28, 2024

ସେଠାରେ  ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇ ବିମାନକୁ ତନ୍ନ ତନ୍ନ ଯାଞ୍ଚ କରାଯାଇଥିଲା । ଯାତ୍ରୀମାନଙ୍କୁ ଏମର୍ଜେନସି ଗେଟ୍ ଦେଇ ବାହାରକୁ ଅଣାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବିମାନରେ କୌଣସି ସନ୍ଦେହଜନକ ସାମଗ୍ରୀ ଠାବ କରାଯାଇନାହିଁ। ଘଟଣାସ୍ଥଳରେ ଏଭିଏସନ୍ ସିକ୍ୟୁରିଟ. ଡଗ୍ ସ୍କ୍ୱାର୍ଡ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । କିଛି ଯାତ୍ରୀ ଏମରଜେନ୍ସି ଗେଟ୍ ଓ କିଛି ଯାତ୍ରୀ ୱିଣ୍ଡୋ ପଟେ ବାହାରକୁ ପଳାଇ ଆସିଥିଲେ ।

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ | Argus News