ମୁମ୍ବାଇ ଅହମ୍ମଦାବାଦ ଟ୍ରାକରେ ଲାଗିଲା ଲୁହାବାଡ଼
·2 years ago

ଅର୍ଗସ ବ୍ୟୁରୋ: ଟ୍ରାକରେ ଗାଈଗୋରୁ ରୋକିବାକୁ ରେଲଓ୍ବେ ପକ୍ଷରୁ ପଦେକ୍ଷପ । ଏଥିପାଇଁ ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ଲୁହା ବାଡ ଦିଆଯିବ । ଲୁହାବାଡ ଲାଗିବା ପରେ ଗାଈଗୋରୁମାନେ ଟ୍ରାକ୍ ଉପରକୁ ଯାଇପାରିବେ ନାହିଁ । ଏଥିସହ ଟ୍ରେନ ଧକ୍କାରେ ଗୋରୁଙ୍କ ମୃତ୍ୟୁ ସଂଖ୍ୟା ପ୍ରାୟ ଶୂନକୁ ହ୍ରାସ ପାଇବ।
ଟ୍ରାକରେ କୌଣସି ବାଧା ନଥିବାରୁ ମୁମ୍ବାଇରୁ ଅହମ୍ମଦାବାଦ ରୁଟରେ ଟ୍ରେନର ଗତି ଘଣ୍ଟାପ୍ରତି ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ରେଲଓ୍ବର ଏହି ଅଭିନବ ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ସ୍ବାଗତ କରିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: