Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇରାନ ଆଟାକ୍ ର ୫ ଦିନ ପରେ ଜବାବ ଦେଲା ଇସ୍ରାଏଲ

National

ଇରାନ ଆଟାକ୍ ର ୫ ଦିନ ପରେ ଜବାବ ଦେଲା ଇସ୍ରାଏଲ

Manini Pattanayak
Browse all articles by Manini Pattanayak
·2 years ago
ଇରାନ ଆଟାକ୍ ର ୫ ଦିନ ପରେ ଜବାବ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ: ଇରାନ ଆଟାକ୍ ର ୫ ଦିନ ପରେ ଜବାବ ଦେଲା ଇସ୍ରାଏଲ। ଇରାନର ମିସାଇଲ ମାଡର ଜବାବ ରେ ଡ୍ରୋନ ଆକ୍ରମଣ କରିଛି ଇସ୍ରାଏଲ। ଖବର ଅନୁସାରେ ୩ ବଡ ଡ୍ରୋନ ଆକ୍ରମଣ ପରେ ଥରିଥିଲା ଇରାନର ଇସ୍‌ଫାହନ ସିଟି। ଏଠାରେ ଥିବା ବିମାନ ବନ୍ଦର ନଷ୍ଟ ଭ୍ରଷ୍ଟ ହୋଇଥିବାର ଚିତ୍ର ସାମନାକୁ ଆସିବା ପରେ ହଲ ଚଲ ହୋଇଛି ମଧ୍ୟପ୍ରାଚ୍ୟ।

ଇରାନକୁ ଇସ୍ରାଏଲର ଡ୍ରୋନ ଆଟାକ ପରେ ଯୁଦ୍ଧ ପରିସ୍ଥିତି ଘନଉଥିବା ଆଶଙ୍କା କରାଯାଉଛି। ଇସ୍ରାଏଲ ଆକ୍ରମଣ ପରେ  ତେହେରାନ ଏବଂ ଏହାର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳର  ବିମାନ ଚଳାଚଳ ସ୍ଥଗିତ ରଖିଛି। ଅନ୍ୟପଟେ  ଇସ୍ରାଏଲ ସହିତ ବିବାଦରେ  ଆମେରିକା ମୁଣ୍ଡ ଲଖେଳାଉ ବୋଲି କହିଲେ  ଇରାନ ମୁଖ୍ୟ ଆଇତୋଲ୍ଲା ଖୋମିନୀ । ତେବେ ଏପରି ସ୍ଥିତରେ ପଶ୍ଚିମ ଦେଶମାନଙ୍କ ପରବର୍ତୀ ପଦକ୍ଷେପ କୁ ଅପେକ୍ଷା। 

ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Reports of Israeli attack on Iran spark rush to Swiss franc and yen | Argus News