Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇସ୍ରାଏଲର ରକେଟ୍‌ ମାଡ: ୨୨ ମୃତ 

Manini Pattanayak
Browse all articles by Manini Pattanayak
·1 year ago
ଇସ୍ରାଏଲର ରକେଟ୍‌ ମାଡ: ୨୨ ମୃତ 

ନୂଆଦିଲ୍ଲୀ:  ଲେବାନନରେ ଇସ୍ରାଏଲ ସେନାର ଏୟାର ଷ୍ଟ୍ରାଇକ ଜୋରଦାର । ଇସ୍ରାଏଲ ଡିଫେନସ୍ ଫୋର୍ସ ଗୁଳିମାଡ଼ରେ ଜଣେ ଜାତିସଂଘ ପ୍ରତିନିଧି ଆହତ ହୋଇଥିବା ଅଭିଯୋଗ କରିଛି । ସଦର୍ଣ୍ଣ ଲେବାନନରେ ଥିବା UN ଶାଖା କାର୍ଯ୍ୟାଳୟ ନିକଟରେ ହିଜବୁଲ୍ଲା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଗୁରୁବାର ଆଟାକ କରିଥିଲା ଇସ୍ରାଏଲ ।

IDF ଅପରେସନରେ ସେଣ୍ଟ୍ରାଲ ବେରୁଟରେ 22 ହିଜବୁଲ୍ଲା ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ 117ରୁ ଅଧିକ ଆହାତ ହୋଇଥିବା ଲେବାନନ ହେଲ୍ଥ ମିନିଷ୍ଟ୍ରୀ ଦାବି କରିଛି । ଏନେଇ IDF ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଲେବାନନରେ ଇସ୍ରାଏଲ ସେନା ହିଜବୁଲ୍ଲା ବିରୋଧରେ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି । ଲେବାନନରେ ସାଧାରଣ ନାଗରିକଙ୍କୁ ସୁରକ୍ଷା ଉପରେ ଇସ୍ରାଏଲ ଗୁରୁତ୍ବ ଦେବାକୁ ଜାତିସଂଘ ପରାମର୍ଶ ଦେଇଛି ।  
ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Israeli airstrikes in central Beirut kill 22, escalate conflict with Hezbollah, amid broader regional tensions. | Argus News