Videos
|
National

ଭାରତ ମିଶନ ସୂର୍ଯ୍ୟକୁ ବଡ ସଫଳତା, ଅଭିନନ୍ଦନ ଜଣାଇଲେ ମୋଦି 

Manini Pattanayak
Browse all articles by Manini Pattanayak
·2 years ago·1 min read
ଭାରତ ମିଶନ ସୂର୍ଯ୍ୟକୁ ବଡ ସଫଳତା, ଅଭିନନ୍ଦନ ଜଣାଇଲେ ମୋଦି 

 ନୂଆଦିଲ୍ଲୀ:  ମିଶନ ସୂର୍ଯ୍ୟକୁ ବଡ଼ ସଫଳତା । ଲକ୍ଷ୍ୟସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ୍‌ ୧। ଆଦିତ୍ୟ ଏଲ୍‌-୧ର ସଫଳତା ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଲେ  ସୂଚନା। ଏକ୍ସ ହ୍ୟାଣ୍ଡଲରେ ସୂଚନା ଦେଇ କହିଲେ ମୋଦି କହିଲେ ସୂର୍ଯ୍ୟ  ଅଭିଯାନରେ ଇତିହାସ ରଚିଲା ଇସ୍ରୋ।

 

 15 ଲକ୍ଷ କିମି ଅତିକ୍ରମ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ୍‌ ୧ ।  ଭାରତ ପାଇଁ ଆଉ ଏକ ଉପଲବ୍ଧି।   ବୈଜ୍ଞାନିକଙ୍କ ଅସାଧାରଣ କାମ  ପ୍ରଶଂସନୀୟ ବୋଲି କହିଲେ ମୋଦି । 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ISRO successfully places Aditya L-1 into halo orbit | Argus News