Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସ୍‌ ମିଟ୍‌, ଜାମ୍ମୁ-କାଶ୍ମୀରରେ ହେବ ନିର୍ବାଚନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସ୍‌ ମିଟ୍‌, ଜାମ୍ମୁ-କାଶ୍ମୀରରେ ହେବ ନିର୍ବାଚନ

ଅର୍ଗସ ବ୍ୟୁରୋ:  ନିର୍ବାଚନ ତାରିଖ ଘୋଷଣା । ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସ୍‌ ମିଟ୍‌। ହରିୟାଣା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି।  ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ। ଅକ୍ଟୋବର ୧ରେ ହରିୟାଣା ଭୋଟ। ହରିୟାଣାରେ ୯୦ ସିଟରେ ନର୍ବାଚନ ହେବ । ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସମିଟ୍‌ । ଜାମ୍ମୁ କାଶ୍ମୀରବାସୀଙ୍କ ଭିତରେ ନିର୍ବାଚନ ନେଇ ଉତ୍କଣ୍ଠା ରହିଛି। ୧୧ ହଜାର ୮୩୮ ପୋଲିସ ବୁଥର ବ୍ୟବସ୍ଥା ରହିଛି। ୩୬୦ ମଡେଲ ପୁଲିଂ ବୁଥର ବ୍ୟବସ୍ଥା ହେବ ।

ଲୋକସଭା ନିର୍ବାଚନ ପରେ ମାହୋଲ ବଦଳିଛି। ପାଣିପାଗ ଠିକ୍‌ ହେବାର ଅପେକ୍ଷାରେ ଥିଲୁ। ଅଧିକ ଭୋଟିଂ ହେବାର ଆଶା ଅଛି । ହରିୟାଣାରେ ୨.୧ କୋଟି ମତଦାତା । ୩ ପର୍ଯ୍ୟାୟରେ ହେବ ଜାମ୍ମୁ ଓ କାଶ୍ମୀର ନିର୍ବାଚନ। ସେପ୍ଟେମ୍ୱର ୧୮ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ସେପ୍ଟେମ୍ୱର ୨୫ ଦ୍ୱିତୀୟ ପର୍ଯ୍ୟାୟ ନିବୋାଚନ ହେବ।  ଅକ୍ଟୋବର ୧ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଅକ୍ଟୋବର ୪ରେ ହେବ ଭୋଟ ଗଣତି। 

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
j&K and Haryana Assembly Election 2024 Updates | Argus News