Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନାମଫଳକରୁ ସିନା ହଟିଲା ଜଗନ୍ନାଥ ଧାମ ନାମ, ହେଲେ ଏବେ ବି ହଟିନି ଓ୍ବେବସାଇଟରୁ ନାଁ

National

ନାମଫଳକରୁ ସିନା ହଟିଲା ଜଗନ୍ନାଥ ଧାମ ନାମ, ହେଲେ ଏବେ ବି ହଟିନି ଓ୍ବେବସାଇଟରୁ ନାଁ

Ritu Das
Browse all articles by Ritu Das
·1 year ago
ନାମଫଳକରୁ ସିନା ହଟିଲା ଜଗନ୍ନାଥ ଧାମ ନାମ, ହେଲେ ଏବେ ବି ହଟିନି ଓ୍ବେବସାଇଟରୁ ନାଁ

ଥମୁନି ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ବିବାଦ। ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଛି। ସବୁଆଡୁ ବିରୋଧର ସୁଅ ଛୁଟୁଛି। ଅନେକ ବାଦ ବିବାଦ ପରେ ଦୀଘା ମନ୍ଦିର ନିକଟରୁ ‘ଜଗନ୍ନାଥ ଧାମ’ ନାମଫଳକ ହଟାଇ ଦିଆଯାଇଛି। ତେବେ ଓ୍ବେବ୍‌ସାଇଟ୍‌ ରହିଥିବା ଦେଖିବାକୁ ମିଳିଛି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଭାଜପା ମିଡିଆ ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ ସୂଚନା ଦେଇଛନ୍ତି। ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ଏହାକୁ କାଢ଼ିଥିବା ସୂଚନା ମିଳିଛି।


ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି ‘X’ରେ ଲେଖିଛନ୍ତି। ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ବୋଲି ସେ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored