ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲେ ଜଗନ୍ନାଥ ପ୍ରଧାନ
·1 year ago

Key Points
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଦେଇପାରନ୍ତି ଇସ୍ତଫା
ଇସ୍ତଫା ପରେ ଖାରବେଳ ନଗର ଥାନାରେ କରିପାରନ୍ତି ଆତ୍ମସମର୍ପଣ
ସେଥିରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଦେଇପାରନ୍ତି ଇସ୍ତଫା। ଇସ୍ତଫା ପରେ ଖାରବେଳ ନଗର ଥାନାରେ କରିପାରନ୍ତି ଆତ୍ମସମର୍ପଣ। Xରେ ପୋଷ୍ଟ କରି ନିଜେ ପ୍ରତିକ୍ରିୟା ରଖିଥିଲେ ଜଗନ୍ନାଥ। ଆଇନକୁ ସମ୍ମାନ ଦେଉଛି ବୋଲି ଜଗା କହିଲେ। ସେଥିରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି।
— Jagannath pradhan (@JPradhanBJP) July 2, 2025
ଖାରବେଳନଗର ଥାନାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: