Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୭୫ତମ ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଜୟ ଶ୍ରୀରାମର ନାରା 

Manini Pattanayak
Browse all articles by Manini Pattanayak
·2 years ago
୭୫ତମ ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଜୟ ଶ୍ରୀରାମର ନାରା 

ନୂଆଦିଲ୍ଲୀ:  ୭୫ତମ ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଜୟ ଶ୍ରୀରାମର ନାରା ।  ଉତ୍ତରପ୍ରଦେଶର ‘ବିକଶିତ ଭାରତର ସମୃଦ୍ଧ ଐତିହ୍ୟ’ ବିଷୟବସ୍ତୁ ଉପରେ ଆଧାରିତ ପ୍ରଜ୍ଞାପନ ମେଢରେ ଶୋଭା ପାଇଥିଲେ ଏଥର ପ୍ରଭୁ ରାମଚନ୍ଦ୍ର । ଏଥିରେ ରାଜ୍ୟର ବିଭିନ୍ନ ଐତିହ୍ୟର ଝଲକ ବି ଦେଖିବାକୁ ମିଳିଥିଲା ।

ଏଥର ପ୍ରଜ୍ଞାପନ ମେଢର ପ୍ରଥମେ ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ଏବଂ ଏହା ଉପରେ ବସିଥିବା ଶିଶୁ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ରହିଥିଲା । ଯାହାକୁ ଦେଖି ଜୟ ଶ୍ରୀରାମର ନାରା ଦେଇଥିଲେ ଦେଶବାସୀ । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jai Shri Ram's slogan on the kartabya patha on the 75th Republic Day | Argus News