Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜୟଶଙ୍କରଙ୍କୁ ‘Z’ ସୁରକ୍ଷା ସହ ମିଳିବ ବୁଲେଟପ୍ରୁଫ୍ ଗାଡ଼ି: ଅପରେସନ ସିନ୍ଦୂର ପରେ ବଢାଗଲା ସୁରକ୍ଷା

National

ଜୟଶଙ୍କରଙ୍କୁ ‘Z’ ସୁରକ୍ଷା ସହ ମିଳିବ ବୁଲେଟପ୍ରୁଫ୍ ଗାଡ଼ି: ଅପରେସନ ସିନ୍ଦୂର ପରେ ବଢାଗଲା ସୁରକ୍ଷା

Ritu Das
Browse all articles by Ritu Das
·12 months ago
ଜୟଶଙ୍କରଙ୍କୁ ‘Z’ ସୁରକ୍ଷା ସହ ମିଳିବ ବୁଲେଟପ୍ରୁଫ୍ ଗାଡ଼ି: ଅପରେସନ ସିନ୍ଦୂର ପରେ ବଢାଗଲା ସୁରକ୍ଷା

Key Points

ଅପରେସନ ସିନ୍ଦୂର ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା ବଢାଯାଇଛି। ତାଙ୍କ ସୁରକ୍ଷା ତାଲିକାରେ ଏକ ବୁଲେଟପ୍ରୁଫ୍ ଗାଡ଼ିକୁ ଯୋଡ଼ାଯାଇଛି। ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଅପରେସନ ସିନ୍ଦୂର ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା ବଢାଯାଇଛି। ତାଙ୍କ ସୁରକ୍ଷା ତାଲିକାରେ ଏକ ବୁଲେଟପ୍ରୁଫ୍ ଗାଡ଼ିକୁ ଯୋଡ଼ାଯାଇଛି। ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଏହା ପୂର୍ବରୁ ଏବଂ ପରେ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଟିଂ କରୁଥିଲେ। ପାକିସ୍ତାନ ଅପରେସନ ସିନ୍ଦୂର ପରେ ଭାରତରେ ଅନେକ ସ୍ଥାନକୁ ଆକ୍ରମଣ କରିବାର ପ୍ରୟାସ କରାଯାଉଥିଲା।


ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇ ଜୟଶଙ୍କରଙ୍କ ସୁରକ୍ଷାକୁ ବଢାଯାଇଛି। ଜୟଶଙ୍କରଙ୍କୁ ବର୍ତ୍ତମାନ ‘Z’ କାଟାଗୋରୀ ସୁରକ୍ଷା ମିଳୁଛି। ଏହାପରେ ବି ତାଙ୍କୁ ବୁଲେଟପ୍ରୁଫ ଗାଡ଼ି ମିଳିବ। ଭାରତ-ପାକିସ୍ତାନ ଉତ୍ତେଜନା ପରେ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jaishankar-to-get-z-security-with-bulletproof-vehicle-security-increased-after-operation-sindoor | Argus News