CJP Leaders Arrested / ଯନ୍ତର ମନ୍ତରରେ ବାରିକେଡ ଡେଇଁବା ମହଙ୍ଗା ପଡ଼ିଲା… ସିଜେପିର ୩ ନେତା ଗିରଫ
·1 hour ago·2 min read

Key Points
ସିଜେପିର ମୁଖପାତ୍ର ସୌରଭ ଦାସ, ଆଜିଙ୍କ୍ୟ ସିନ୍ଦେ ଏବଂ ଆଶୁତୋଷ ରାଙ୍କାଙ୍କୁ ମଙ୍ଗଳବାର ଦିଲ୍ଲୀ ପୋଲିସ ଗିରଫ କରିଛି
କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ମୁଖପାତ୍ର ସୌରଭ ଦାସ, ଆଜିଙ୍କ୍ୟ ସିନ୍ଦେ ଏବଂ ଆଶୁତୋଷ ରାଙ୍କାଙ୍କୁ ମଙ୍ଗଳବାର ଦିଲ୍ଲୀ ପୋଲିସ ଗିରଫ କରିଛି। ସେମାନେ ସମର୍ଥକଙ୍କ ସହ ଜନ୍ତରମନ୍ତରରେ ପହଞ୍ଚି ସ୍ଲୋଗାନବାଜି କରିଥିଲେ ।
ଏହି ଘଟଣାରେ ପୋଲିସ ଉଭୟଙ୍କ ନାମରେ ଏଫଆଇଆର ରୁଜୁ କରିଛି। ସେମାନେ ପିସ୍ ବଣ୍ଡ୍ ଉଲଂଘନ କରିଥିବାରୁ ମାମଲା ରୁଜୁ କରାଯାଇଛି। ଏଣିକି ଜନ୍ତରମନ୍ତରରେ ଆନ୍ଦୋଳନକୁ ବେଆଇନ ବିବେଚନା କରାଯିବ। ନୂଆ ନିୟମ ଜାରି ହେବା ପରେ ପୋଲିସ ବାରିକେଡ୍ ଲଗାଇଛି। ସମସ୍ତ ଫାଟକ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ସିଳେପି ନେତାମାନେ ମଙ୍ଗଳବାର ଫାଟକ ଉପରେ ଚଢ଼ି ଜନ୍ତରମନ୍ତର ଭିତରେ ପଶିଥିଲେ । ସେଠାରେ ସେମାନେ ଜାତୀୟ ପତାକା ପ୍ରଦର୍ଶନ ସହିତ ସ୍ଲୋଗାନ ଦେଇଥିଲେ।
ଏହାସହ ପଢ଼ନ୍ତୁ: ନିଶାରେ ଧୂତ ମହିଳା ନିଜକୁ ଝିଆରି ବୋଲି ପରିଚୟ ଦେଇ ମମତାଙ୍କୁ ଛୁରୀରେ ଆକ୍ରମଣ କଲେ…
ପୋଲିସ ଏହା ଦେଖିନେବା ପରେ ସେମାନଙ୍କୁ ଗିରଫ କରିଥିଲା । ଏହି ଗିରଫଦାରିକୁ ସିଜେପି ମୁଖ୍ୟ ଅଭିଜିତ ଦୀପକେ ତୀବ୍ର ସମାଲୋଚନା କରିଛନ୍ତି। ତ୍ରିରଙ୍ଗା ଉଡ଼ାଇବା କେବେଠାରୁ ନିୟମ ଉଲ୍ଲଂଘନ ବିବେଚିତ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଯେଉଁମାନେ ଏଭଳି ଭାବୁଛନ୍ତି, ସେମାନେ ଦେଶଦ୍ରୋହୀ ବୋଲି ଦୀପକେ କହିଛନ୍ତି। କିନ୍ତୁ ଜନ୍ତରମନ୍ତରରରେ ବାରିକେଡ ଡେଇଁବାକୁ ଅନୁମତି ନଥିଲା ସେମାନେ ଜାଣିଶୁଣି ନିୟମ ଭଙ୍ଗ କରୁଛନ୍ତି ବୋଲି ପୋଲିସ କହିଛି। ଅଯଥାରେ ଆନ୍ଦୋଳନ କରି ଆଇନ ଶୃଙ୍ଖଳା ଭଙ୍ଗ କରୁଛନ୍ତି। ଯେଉଁଥିପାଇଁ ସାଧାରଣ ଲୋକ ହଇରାଣ ହେଉଛନ୍ତି ବୋଲି ପୋଲିସ କହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଦିଲ୍ଲୀର ମନ୍ଦିର ମାର୍ଗ ସ୍ଥିତ ଜଣେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଏହି ତିନିଜଣ ନେତାଙ୍କୁ ହାଜର କରାଯାଇଥିଲା। ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ପୁଣିଥରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 163 ଉଲ୍ଲଂଘନ କରିଥିବାର ନଜରକୁ ଆସିଥିଲେ। ଜଣେ ଜଣେ ପୁନରାବୃତ୍ତି ଅପରାଧୀ ଭାବରେ ସେମାନେ ପୂର୍ବରୁ ଦାଖଲ କରିଥିବା ବଣ୍ଡର ସର୍ତ୍ତାବଳୀକୁ ଭଙ୍ଗ କରିଥିବା ଅଭିଯୋଗ ହୋଇଛି। ଏହି ଉଲ୍ଲଂଘନକୁ ଗ୍ରହଣ କରି କୋର୍ଟ ଉଭୟଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି ବୋଲି ଜଣାପଡ଼ିଛି ।
Related Topics
Explore more stories