Videos
|
National

JEE ଆଡ୍‌ଭାନ୍ସ ରେଜଲ୍ଟ ପ୍ରକାଶ, ରଜିତ ଗୁପ୍ତା ସର୍ବଭାରତୀୟ ସ୍ତରରେ ଟପ୍ପର

Swoyang prajna Mishra
Browse all articles by Swoyang prajna Mishra
·1 year ago
JEE ଆଡ୍‌ଭାନ୍ସ ରେଜଲ୍ଟ ପ୍ରକାଶ, ରଜିତ ଗୁପ୍ତା ସର୍ବଭାରତୀୟ ସ୍ତରରେ ଟପ୍ପର

Key Points

କାଶ ପାଇଲା ଜେଇଇ ଆଡଭାନସଡ୍ ରେଜଲ୍ଟ
ରଜିତ ଗୁପ୍ତା ଜେଇଇ ଆଡଭାନସଡ୍ ଟପ୍ପର
ମହିଳାଙ୍କ ଭିତରେ ଦେବଦତ୍ତା ମାଝୀ ଟପ୍ପର

ପ୍ରକାଶ ପାଇଲା ଜେଇଇ ଆଡ଼ଭାନ୍ସ ରେଜଲ୍ଟ । ଚଳିତ ବର୍ଷ ୧ ଲକ୍ଷ ୮୦ ହଜାର ୪୨୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ମେ ୧୮ ତାରିଖରେ ଦୁଇଟି ପର୍ଯ୍ୟାୟରେ ଜେଇଇ ଆଡଭାନସ ପରୀକ୍ଷା ହୋଇଥିଲା । ରଜିତ ଗୁପ୍ତା ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ମହିଳାଙ୍କ ଭିତରେ ଦେବଦତ୍ତା ମାଝୀ ଟପ୍ପର ହୋଇଛନ୍ତି । ପରୀକ୍ଷାର୍ଥୀମାନେ jeeadv.ac.inରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
JEE Advanced results declared, Rajit Gupta topper | Argus News