Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସ୍ଥା ଭୋଟ୍‌ ଜିତିଲେ  ଚମ୍ପଇ ସୋରେନ 

National

ଆସ୍ଥା ଭୋଟ୍‌ ଜିତିଲେ  ଚମ୍ପଇ ସୋରେନ 

Manini Pattanayak
Browse all articles by Manini Pattanayak
·2 years ago
ଆସ୍ଥା ଭୋଟ୍‌ ଜିତିଲେ  ଚମ୍ପଇ ସୋରେନ 

ନୂଆଦିଲ୍ଲୀ:   ଆସ୍ଥା ଭୋଟ୍‌ ଜିତିଲେ  ଚମ୍ପେଇ ସୋରେନ ।  ରାଞ୍ଚିରେ ଚମ୍ପଇ ସରକାରଙ୍କ ଅଗ୍ନି ପରୀକ୍ଷାରେ ପାସ୍‌  ।   ବହୁମତ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ୪୭ ବିଧାୟକ  ମତଦାନ କରିଥିଲେ। ତାଙ୍କ ବିରୋଧରେ ୨୯ ଭୋଟ୍‌ ପଡିଥିଲା।  ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଅଫିସରୁ ନେଇ ବିଧାନସଭାରେ ପହଞ୍ଚିଥିଲେ ଅଧିକାରୀ ।

ବହୁମତ ପରୀକ୍ଷାରେ ସାମିଲ ହେବା ପାଇଁ ହାଇଦ୍ରାବାଦରେ ଥିବା JMM ଏବଂ ସହଯୋଗୀ ବିଧାୟକମାନେ ସ୍ବତନ୍ତ୍ର ବିମାନ ଯୋଗେ ମଧ୍ୟ ପହଞ୍ଚିଥିଲେ । ଝାଡ଼ଖଣ୍ଡ ରାଜ୍ୟପାଳ, ସିପି ରାଧାକ୍ରିଷ୍ଣନ ଚଂପାଇ ସୋରେନଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ୧୦ ଦିନର ସମୟ ଦେଇଥିଲେ । ରାଂଚି ଜମି ଦୁର୍ନୀତି ମାମଲାରେ ଜେଏମଏମ ମୁଖ୍ୟ ହେମନ୍ତ ସୋରେନ ଗିରଫ ହୋଇଛନ୍ତି  । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jharkhand Chief Minister Champai Soren won the trust vote in the state assembly on Monday. | Argus News